Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

31/05/2018 at 5:13 AM

କଳାହାଣ୍ଡି କୋକସରା ଥାନା ସିଲିଗୁଡାରେ ଅଘଟଣ ।ବଜ୍ରପାତରେ ଜଣେ ମହିଳା ମୃତ । ମୃତକ ସେହି ଅଞ୍ଚଳର ସଂଯୁକ୍ତା ବାରିକ । ପୋଖରିରୁ ଗାଧୋଇ ସାରି ଫେରୁଥିବା ବେଳେ ବ୍ରଜପାତ ହେ।ଇଥିବାବେଳେ ସଂଯୁକ୍ତାଙ୍କ ଜୀବନ ଯାଇଛି ।

Leave a Reply

   Related Posts