ବିଲରେ କାମ କରୁଥିବାବେଳେ ବଜ୍ରାଘାତରେ ୨ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | August 24, 2019 IST

ଅନୁଗୁଳ ୨୪|୮: ଅନଗୁଳ ବେନ୍ତପୁରରେ ବଜ୍ରାଘାତରେ ୨ଜଣଙ୍କ ମୃତ୍ୟୁ ହୋଇଛି । ବିଲରେ କାମ କରୁଥିଲା ବେଳେ ବଜ୍ରାଘାତ ଘୋଇଥିଲା। ମୃତକମାନେ ହେଲେ ୪୫ ବର୍ଷ ବୟସ୍କ ବେନ୍ତପୁର ଗାଁର ଗିରିଶ ବେହେରା ଆଉ ଜଣେ ହେଲେ ୩୮ ବର୍ଷ ବୟସ୍କ ପ୍ରତାପ ନାଏକ। ପ୍ରତାପଙ୍କ  ଘର ଖଣ୍ଡ ହତା। ସେମାନଙ୍କୁ ଅନଗୁଳ ମେଡିକାଲ ରେ ଭର୍ତ୍ତି କରାଯାଇଛି। ସେଠି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.