Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଜ୍ରାଘାତରେ ୪ ମୃତ

25/08/2019 at 9:51 PM

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।ମହାକାଳପଡ଼ାରେ ବିଲରେ କାମ କରୁଥିବା ବେଳେ  ବଜ୍ରାଘାତରେ ଜଣେ ଚାଷୀ କୃପାସିନ୍ଧୁ ରାଉତଙ୍କର ମୃତ୍ୟୁ ହୋଇଛି ।

ନିଶ୍ଚିନ୍ତକୋଇଲିରେବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ନିରଞ୍ଜନ ମଲ୍ଲିକ୍‌ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ସାଲେପୁରରେବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଜଣଙ୍କର  ମୃତ୍ୟୁ ହୋଇଛି । ବାଲେଶ୍ୱଶ୍ବର ସିନ୍ଧିଆ ପଞ୍ଚାୟତ ବାଳିପାଳ ଗାଁର ସ୍ବପ୍ନା ରେଖା ମହାଳିକ  ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

   Related Posts