ବଜ୍ରାଘାତରେ ୪ ମୃତ

Published By : Prameya-News7 Bureau | August 25, 2019 IST

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।ମହାକାଳପଡ଼ାରେ ବିଲରେ କାମ କରୁଥିବା ବେଳେ  ବଜ୍ରାଘାତରେ ଜଣେ ଚାଷୀ କୃପାସିନ୍ଧୁ ରାଉତଙ୍କର ମୃତ୍ୟୁ ହୋଇଛି ।

ନିଶ୍ଚିନ୍ତକୋଇଲିରେବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ନିରଞ୍ଜନ ମଲ୍ଲିକ୍‌ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ସାଲେପୁରରେବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଜଣଙ୍କର  ମୃତ୍ୟୁ ହୋଇଛି । ବାଲେଶ୍ୱଶ୍ବର ସିନ୍ଧିଆ ପଞ୍ଚାୟତ ବାଳିପାଳ ଗାଁର ସ୍ବପ୍ନା ରେଖା ମହାଳିକ  ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.