Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଆଜିଠୁ ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିବ: ଜାଣନ୍ତୁ କେଉଁ କେଉଁ ରାଶି?

27/06/2019 at 12:05 PM

ଆଜି ସକାଳେ ହେବା ମାତ୍ରେ ହଠାତ୍ ଏହି ୫ଟି ରାଶିର ଭାଗ୍ୟ ହୀରା ମୋତି ଭଳି ଚମକିବ। ଏହି ରାଶିଗୁଡ଼ିକ ହେଲା ମେଷ ରାଶି,ମିଥୁନ ରାଶି,କୁମ୍ଭ ରାଶି,ମକର ରାଶି ଏବଂ ମୀନ ରାଶି। ଏହି ୫ଟି ରାଶି ଥିବା ବ୍ୟକ୍ତିଙ୍କର ନିଜର ଦୈନନ୍ଦିନ ଜୀବନରେ ବଡ଼ ଧରଣର ସଫଳତା ମିଳିବାର ଯୋଗ ରହିଛି। ଖାସ୍ କରି ସେମାନଙ୍କୁ ବ୍ୟବସାୟ କ୍ଷେତ୍ରରେ ବଡ଼ ଧରଣର ସଫଳତା ମିଳିବାର ଯୋଗ ରହିଛି। ଆପଣ ଯେତେ ଅନ୍ୟର ଉପକାର କରିବେ ଆପଣଙ୍କ ଜୀବନରେ ସେତିକି ସଫଳତା ମିଳିବ। ପରିବର୍ତ୍ତନ ପ୍ରକୃତିର ନିୟମ ହୋଇଥାଏ।

ସମୟ ସମୟରେ ଆପଣଙ୍କୁ ନିଜ ଜୀବନରେ ନୂଆ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ। ଯାହା ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିବ। ସବୁବେଳେ କିଛି ନୂଆ କରିବାର ଅଭ୍ୟାସ ଆପଣଙ୍କୁ ସଫଳ କରିବ। ଆପଣଙ୍କ ଜୀବନ​‌ରେ ସମସ୍ତ ପ୍ରକାର ଦୁଃଖର ଅନ୍ତ ଘଟିବ। ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କୁ କିଛି ନୂଆ ଶିକ୍ଷା ଦେବ। ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ପରିବାରରେ ମାତା ପିତାଙ୍କ ଆପଣଙ୍କୁ ସବୁଠୁ ଅଧିକ ମିଳିବ। ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ। କ୍ରୋଧକୁ ନିୟନ୍ତ୍ରଣ କରିବେ। କଳି ଝଗଡ଼ାଠୁ ଦୂରେଇ ରହିବେ। ସାବଧାନତାର ସହ ଗାଡ଼ି ଚଲାଇବେ।

   Related Posts