Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ମହିଳା, ଉଦ୍ଧାର କଲେ ଲାଇଫ୍ ଗାର୍ଡ

ପୁରୀ ୧୦।୧୦: ପୁରୀ ସମୁଦ୍ରରେ ଭାସି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍ ଗାର୍ଡ । ଗାଧୋଉଥିବା ବେଳେ ସମୁଦ୍ରରେ ଭାସିଯାଇଥିଲେ ମହିଳା ।

ଉଦ୍ଧାର ମହିଳା ହେଲେ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ନୀଳବତୀ ସାହୁ । ସେ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ ।

ତେବେ ଆଜି ସକାଳୁ ସମୁଦ୍ରରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ସ୍ବର୍ଗଦ୍ବାର ସମ୍ମୁଖ ସମୁଦ୍ର କୂଳରୁ ତାଙ୍କୁ ଉଦ୍ଧାର କରିଥିଲେ ଲାଇଫ୍ ଗାର୍ଡ ।

137 Views

   ସମ୍ବନ୍ଧିତ ଖବର