Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସପ୍ତାହରେ ୫ଦିନ ଖୋଲା ରହିବ LIC ଅଫିସ୍‌, ନୋଟିସ୍‌ ଜାରି କଲା କର୍ପୋରେସନ

6/05/2021 at 6:38 PM

ନୂଆଦିଲ୍ଲୀ, ୦୬/୦୫: ପବ୍ଲିକ୍‌ କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ବା ଏଲ୍‌ଆଇସି କରୋନା ପରିସ୍ଥିତିକୁ ଦୃଷ୍ଚିରେ ରଖି ଏହାର ସପ୍ତାହିକ କାର୍ଯ୍ୟଦିବସକୁ ହ୍ରାସ କରିଛି । ମେ ମାସ ୧୦ ତାରିଖରୁ ଏହାର ସମସ୍ତ କାର୍ଯ୍ୟାଳୟରେ ସପ୍ତାହକୁ ମାତ୍ର ୫ଦିନ କାମ ହେବ ବୋଲି ଘୋଷଣା କରିଛି । ବୀମା କମ୍ପାନୀ ଶନିବାର କାର୍ଯ୍ୟାଳୟରେ କାମ ହେବନାହିଁ ବୋଲି କହିଛି ।

କମ୍ପାନୀ ଏନେଇ ଏକ ସାର୍ବଜୈନିକ ନୋଟିସ୍‌ ଜାରି କରିଛି । ଏଥିରେ କୁହାଯାଇଛି ଯେ, ୧୫ ଏପ୍ରିଲ୍‌ ୨୦୨୧ର ଅଧିସୂଚନାରେ ଭାରତ ସରକାର ଏଲ୍‌ଆଇସିର ପ୍ରତ୍ୟେକ ଶନିବାର ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି । ଏଥିରେ ସମସ୍ତ ପଲିସିଧାରୀ ଏବଂ ଅନ୍ୟ ଜଡ଼ିତ ସଂସ୍ଥାକୁ ଏହା ସୂଚିତ କରାଯାଇଛି ଯେ, ୧୦ ମେରୁ ସମସ୍ତ କାର୍ଯ୍ୟାଳୟ ସେମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହିବ । ଦିନ ୧୦ଟା ସନ୍ଧ୍ୟା ୫.୩୦ ମିନିଟ୍‌ ପର୍ଯ୍ୟନ୍ତ ଅଫିସ୍‌ରେ କାମ କରାଯିବ ବୋଲି ଏହି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି ।      

   Related Posts