Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୬୨ ବର୍ଷ ପୁରଣ କଲା ଏଲଆଇସି, ସପ୍ତାହବ୍ୟାପୀ ଭାରତୀୟ ଜୀବନ ବିମା ନିଗମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟେ।ଜନ

2/09/2018 at 2:16 AM

୬୨ ବର୍ଷ ପୁରଣ କଲା ଏଲଆଇସି । ତେଣୁ ସପ୍ତାହବ୍ୟାପୀ ଭାରତୀୟ ଜୀବନ ବିମା ନିଗମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟେ।ଜନ କରାଯାଇଛି । ତେବେ ଦୀର୍ଘ ଏକ ଦଶନ୍ଧିରୁ କାଳ ଧରି ଘରୋଇ ବୀମା କମ୍ପାନୀ ମାନଙ୍କ ଉପସ୍ଥିତି ସତ୍ବେ ଏଲ.ଆଇ.ସି ମେ।ଟ ବଜାର ଅଂଶର ପ୍ରମୁଖ ଭାଗ ନିଜ ଅକ୍ତିଆରରେ ରଖିଥିବା ସୁଚନା ଦେଇଛନ୍ତି ଏହାର ମୁଖ୍ୟ । ତେବେ ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ୯୮ ହଜାର ନୂତନ ପଲିସି ଏବଂ ୩୦୫ କେ।ଟି ଟଙ୍କାର ନୂତନ ପ୍ରିମିୟମ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି ଏଲ ଆଇ ସି । ତେବେ ଏଥିରୁ ଭୁବନେଶ୍ବର ମଣ୍ଡଳ ଅଗଷ୍ଟ ୩୧ ସୁଦ୍ଧା ୬୩ ହଜାର ୨୭୮ ଟି ନୁଆ ପଲିସି ବିକ୍ରି କରି ୮୪ କେ।ଟି ୨୫ ଲକ୍ଷ ଟଙ୍କାର ପ୍ରିମିୟମ ସଂଗ୍ରହ କରିସାରିଥିବା ସୂଚନା ଦେଇଛି ।

   Related Posts