Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ସପ୍ତମ ଫର୍ମୁଲା-ୱାନ୍ world ଟାଇଟଲ ଜିତିଲେ ଲୁଇସ୍ ହାମିଲ୍ଟନ୍, ନିକଟରେ ଜିତିଥିଲେ ଟର୍କି ଗ୍ରାଣ୍ଡ ପ୍ରିକ୍ସ

15/11/2020 at 6:52 PM

ଇସ୍ତାନାବୁଲ : ସପ୍ତମ ଫର୍ମୁଲା-ୱାନ ଟାଇଟଲ ଜିତିଛନ୍ତି ବ୍ରିଟେନର ଲୁଇସ୍ ହାମିଲ୍ଟନ। ତୁର୍କି ଗ୍ରାଣ୍ଡ ସ୍ଲାମ ବିଜେତା ହେବା ପରେ ହାମିଲ୍ଟନ୍‌ ନୂଆ ରେକର୍ଡ କାୟମ କରିଛନ୍ତି । ଏହି ବିଜୟ ସହ ତାଙ୍କୁ ଏଫ-ୱାନ୍‌ ବିଜେତା ମାଇକେଲ ସୁମାକରଙ୍କ ସ୍ଥାନରେ ଏବେ ଦେଖାଯାଉଛି। ସୁମାକର ୨୦୧୩ ମର୍ସିଡିଜ୍‌ରେ ଜର୍ମାନଙ୍କୁ ପଛରେ ପକାଇ ଏଫ-ୱାନ୍‌ ବିଜେତା ହୋଇଥିଲେ।

ମର୍ସିଡିଜ୍‌ ଷଷ୍ଠ ଟାଇଟଲ ଲାଗି ହାମିଲ୍ଟନ ଅଳ୍ପକେ ବିଫଳ ହୋଇଥିଲେ। ଏଥିରେ ହାମିଲ୍ଟନଙ୍କୁ ତାଙ୍କ ଟିମ୍‌ ମେଟ୍‌ ଭାଲ୍ଟେରୀ ବୋଟାସଙ୍କୁ ଅତିକ୍ରମ କରିବାର ଥିଲା। ହେଲେ ବୋଟାସ୍‌ ପ୍ରଥମରୁ ଦୁର୍ବଳ ଡ୍ରାଇଭିଂ  କରି ପଛେଇ ଯାଇଥିଲେ। ଏଣୁ ହାମିଲ୍ଟନଙ୍କୁ ଚତୁର୍ଦ୍ଦଶ ସ୍ଥାନରେ ରହିବାକୁ ପଡିଥିଲା। ହାମିଲ୍ଟନ ଗତ ୨୦୦୮ରେ ମାକ୍‌ ଲରେନ୍‌ ଟାଇଟଲ ଜିତିଛନ୍ତି।

ରବିବାର ସପ୍ତମ ଫର୍ମୁଲା-ୱାନ୍‌ରେ ବ୍ରିଟିଶ ରେସର ହାମିଲ୍ଟନ ଷଷ୍ଠ ସ୍ଥାନରୁ ବାହାରି ସିଧା ରେସ୍‌ ଜିତିଛନ୍ତି। ଏଥିରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ତ୍ରୁଟିପୂର୍ଣ୍ଣ ଟାୟାର ରଣନୀତିର ଫାଇଦା ଉଠାଇ ଲଗାତାର ଚତୁର୍ଥ ରେସ୍ ସାଙ୍ଗକୁ ୧୦ମ ପ୍ରଭାବଶାଳୀ ରେସ୍‌କୁ ନିଜନାମରେ କରିପାରିଛନ୍ତି।  ସେ ସର୍ଜିଓ ପେରେଜ୍ ଓ ଫେରାରୀର ସାବାସ୍ତିଆନ ଭିଟେଲଙ୍କ ଠାରୁ ମାତ୍ରା ୩୦ ସେକେଣ୍ଡ ଆଗରେ ରହି ଚାମ୍ପିୟନ ହୋଇଛନ୍ତି।

   Related Posts