Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ସମୁଦ୍ରବିଦ୍ୟାରେ ହସ୍ତରେଖା କଣ କହୁଛି … ଆସନ୍ତୁ ଜାଣିବା

27/03/2019 at 7:55 PM

ହସ୍ତରେଖାର ବିଚାରକୁ କିଏ କିଏ ବିଚାରକୁ ନେଉଥିବା ବେଳେ କିଏ କିଏ ବି କରିଥାନ୍ତି ଅବିଶ୍ବାସ । ଜ୍ୟୋତିଷ ଶାସ୍ତ୍ରରେ ହସ୍ତରେଖା ବିଚାରକୁ ଯେତିକି ଗୁରୁତ୍ବ ଦିଆଯାଉଛି ତାଠାରୁ ଅଧିକ ଗୁରୁତ୍ବ ଦିଆଯାଉଛି ସମୁଦ୍ରଶାସ୍ତ୍ର  ।

ଏହି ସମୁଦ୍ରଶାସ୍ତ୍ରରେ କଣ ରହିଛି ହସ୍ତରେଖା ବିଚାରେ … ଆସନ୍ତୁ  ଜାଣିବା ।

ତ୍ରିଶୁଳ ଚିହ୍ନଥିବା ଲୋକଙ୍କର ଖୁବ୍ ଶୀଘ୍ର ସୁଖସମୃଦ୍ଧି ଆସିଥାଏ । ଏହିଚିହ୍ନ ଥିବା ବ୍ୟକ୍ତି କେବେ ଅସଫଳ ହେବା ଦେଖାଯାଏ ନାହିଁ । ଯେକୌଣସି କାମ କରିଲେ ସଫଳତା ସବୁବେଳେ ମିଳିଥାଏ ।

ପଦ୍ମଚିହ୍ନ ଯଦି ଆପଣଙ୍କ ହାତରେ ଅଛି ଆପଣ ନିଶ୍ଚୟ ଭାଗ୍ୟଶାଳୀ ବୋଲି ଜାଣନ୍ତୁ । କେତେବେଳେ ବି ଅଭାବ-ଅସୁବିଧା ଦେଖାଦେବ ନାହିଁ ।

ସ୍ବସ୍ତିକ ଚିହ୍ନ ଥିଲେ ଧନୀ ହୋଇ ରହିବା ସହ ସୁଖ-ସମୃଦ୍ଧି ମଧ୍ୟ ଲାଗି ରହିଥାଏ ।

ତରାଜୁ ଚିହ୍ନଥିଲେ ଖୋଦ୍ ଲକ୍ଷ୍ମୀ ବିରାଜମାନ କରିଛନ୍ତି ବୋଲି ଜାଣିବେ । କେବେ ଦୁଃଖ କଷ୍ଟ ଆପଣଙ୍କ ଜୀବନରେ ଆସିବ ନାହିଁ ।

   Related Posts