Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆସନ୍ତୁ ଜାଣିବା ଆଉ ଜଣେ ଅବଦୁଲ କଲାମଙ୍କୁ , କାହିଁକି ସାରା ଦୁନିଆରେ ରହିଛନ୍ତି ଚର୍ଚ୍ଚାରେ

4/02/2019 at 6:59 PM

ଦୁନିଆରେ କିଛି ଲୋକ ନିଜର ଭିନ୍ନତା ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ଆଜି ଆମେ ଆଉ ଜଣେ ଅବଦୁଲ କାଲାମ କଥା କହିବୁ, ଯାହା ଜାଣି ନଥିବେ କେବେ ।

ଏହି ଅବଦୁଲ କାଲାମଙ୍କୁ ବି ଦେଖି ନଥିବେ କୌଣସି ସୋସିଆଲ ମିଡ଼ିଆରେ । ହେଲେ କାହିଁକି ରହିଛନ୍ତ ଚର୍ଚ୍ଚାରେ ଆସନ୍ତୁ ଜାଣିବା ।

ପ୍ରକୃତ କଥା ହେଲା ଅବଦୁଲ କଲାମ ନାମକ ଏହି ବ୍ୟକ୍ତି ବିବାହ କରିବାକୁ ନେଇ ରହିଛନ୍ତି ଚର୍ଚ୍ଚାରେ ।  ତାଙ୍କର ବିବାହ ଫଟୋ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ।

ଅବଦୁଲ କଲାମଙ୍କ ବୟସ ୨୭ ବର୍ଷ ହେଲେ ବି ଉଚ୍ଚତା ମାତ୍ର ୨.୧ ଫୁଟ । ସେ ତରନ୍ନୁମ ନାମକ ଜଣେ ୨୪ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କରିଛନ୍ତି । କିନ୍ତୁ ନ ଦେଖିଲେ ବିଶ୍ଵାସ କରିହେବନି। ଦେଖନ୍ତୁ ସେମାନଙ୍କର ଫଟୋ, ତା ହେଲେ ଜାଣିବେ କାହିଁକି ଏହି ଅବଦୁଲ କଲାମ କିଏ ?

ଏହି ଅବଦୁଲ କଲାମଙ୍କ ଘର ଉତ୍ତରପ୍ରଦେଶ ମୁଜାଫରନଗର । ସେ ସହି ସହରର ଜଣେ ମହିଳାଙ୍କୁ ବିବାହ କରି ଅଛନ୍ତି ଚର୍ଚ୍ଚାରେ । ମହିଳାଙ୍କ ଉଚ୍ଚତା ବି ଅଧିକ ନୁହେଁ । ଅବଦୁଲ କଲାମଙ୍କ ଠାରୁ ମାତ୍ର ୧ ଇଂଚ କମ୍ ଅର୍ଥାତ ୨ ଫୁଟ୍ ବୋଲି ଜଣାଯାଇଛି ।

   Related Posts