Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ଘରୋଇ ସ୍କୁଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, “ଫି’ ହ୍ରାସ କର କିମ୍ବା ଆଦାୟ ତାରିଖ ଘୁଞ୍ଚାଅ”

10/04/2020 at 12:41 PM

ଭୁବନେଶ୍ବର୧୦/୪: ଘରୋଇ ସ୍କୁଲ ଫି ଛାଡ଼ ପାଇଁ ସବୁ ଘରୋଇ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ। ଏପ୍ରିଲରୁ ଜୁନ୍  ୩ ମାସ ଛାଡ଼ କରିବାକୁ କିମ୍ବା ଘୁଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି। ଟ୍ବିଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

   Related Posts