ଘରୋଇ ସ୍କୁଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, "ଫି' ହ୍ରାସ କର କିମ୍ବା ଆଦାୟ ତାରିଖ ଘୁଞ୍ଚାଅ"

Published By : Prameya-News7 Bureau | April 10, 2020 IST

ଭୁବନେଶ୍ବର୧୦/୪: ଘରୋଇ ସ୍କୁଲ ଫି ଛାଡ଼ ପାଇଁ ସବୁ ଘରୋଇ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ। ଏପ୍ରିଲରୁ ଜୁନ୍  ୩ ମାସ ଛାଡ଼ କରିବାକୁ କିମ୍ବା ଘୁଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି। ଟ୍ବିଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

wp:core-embed/twitter {"url":"https://twitter.com/CMO_Odisha/status/1248503437924409344?s=20","type":"rich","providerNameSlug":"twitter","className":""}
https://twitter.com/CMO_Odisha/status/1248503437924409344?s=20
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.