Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କେନ୍ଦୁଝର ଆନନ୍ଦପୁର ଡିଭିଜନ ଜଙ୍ଗଲରୁ ୩ ମାସର ଲିଓପାର୍ଡ କ୍ୟାଟ୍ ଉଦ୍ଧାର

24/11/2018 at 4:49 PM

ବାରଙ୍ଗ ୨୪|୧୧: କେନ୍ଦୁଝର ଆନନ୍ଦପୁର ଡିଭିଜନ ସ୍ଥିତ ଜଙ୍ଗଲରୁ ୩ ମାସର ଲିଓପାର୍ଡ କ୍ୟାଟ ଉଦ୍ଧାର । ଲିଓପାର୍ଡଟି  ଜଙ୍ଗଲରେ ଥିବା କେନାଲକୁ ପାଣି ପିଇବାକୁ ଆସିଥିବା ଦେଖି  ସ୍ଥାନୀୟ ବାସିନ୍ଦା ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ବନକର୍ମଚାରୀ ଓ ଗ୍ରାମବାସୀ ମିଳିତ ଭାବରେ ଲିଓପାର୍ଡକୁ ପ୍ରାଣୀଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଇ ନନ୍ଦନକାନନରେ ଛାଡିଛନ୍ତି ।  ୩ ମାସର  ଲିଓପାର୍ଡ କ୍ୟାଟଟି ବିରଳ ପ୍ରଜାତିର । ପୂର୍ବରୁ ଏହି ପ୍ରଜାତିର ଏକମାତ୍ର ଅଣ୍ଡିରା ଲିଓପାର୍ଡ କ୍ୟାଟ୍ ଅଛି ।

   Related Posts