ପରୀ ହତ୍ୟାକାଣ୍ଡ: ଗାଁ ପୋଖରୀରୁ ମିଳିଲା ଲେଗିଙ୍ଗସ୍
22/12/2020 at 10:39 PM

ନୟାଗଡ଼୨୨/୧୨: ପରୀ ହତ୍ୟାକାଣ୍ଡରେ ଆଉ ଏକ ବଳିଷ୍ଠ ପ୍ରମାଣ ଏସଆଇଟି ହାତରେ ଲାଗିଛି। ପୋଖରୀରୁ ପରୀର ପିନ୍ଧିଥିବା ଲେଗିଙ୍ଗସ୍ ମିଳିଛି। ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ଅଗ୍ନିଶମ, ଓଡ୍ରାଫ୍ଟ ଟିମ୍ ଜରିଆରେ ଏସ୍ ଆଇ ଟିର ପୋଖରୀରୁ ପାଣି ଶୁଖାଇବା କାର୍ଯ୍ୟ ଜାରି ରଖିଥିଲା।

ସକାଳ ୧୦ ଟାରୁ ପାଣି ବୁହା କାର୍ଯ୍ୟ ଚାଲିଛି। ଯଦୁପୁରର ଗାଁରେ ଥିବା ପୋଖରୀ ହୁଡାରୁ ପରୀର ମୃତଦେହ ମିଳିଥିଲା। ଏହି ପୋଖରୀ ଅଭିଯୁକ୍ତ ସରୋଜ ବାଡି ପାର୍ଶ୍ବରେ ରହିଛି।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021