Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦ୍ୱିତୀୟ ଲହରର କରୁଣ ଚିତ୍ର : ହସ୍ପିଟାଲରେ ବେଡ୍ ନାହିଁ, ଫୁଟ୍ ପାଥ୍‌ରେ ଶୋଇଛନ୍ତି କରୋନା ସଂକ୍ରମିତ
  • ||
  • ରାଉରକେଲା : ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ପଠାଗଲା ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଯାଜପୁର : ଅକ୍ସିଜେନ୍ ସଙ୍କଟ, ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଅନୁଗୋଳ : ଅନୁଗୋଳ ଜିଲ୍ଲାର ୨ଟି ମ୍ୟୁନିସିପାଲଟି ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ନବମିଶ୍ର କଲୋନୀ
  • ||
  • କଳାହାଣ୍ଡି : ପୋଲିସ ରିଜର୍ଭ ଅଫିସରେ ସର୍ଜନ ଓ OAPF ଯବାନଙ୍କ ମଧ୍ୟରେ ମାଡ ଘଟଣା, ଉଭୟଙ୍କୁ ନିଲମ୍ବିତ କଲେ ଏସପି
  • ||
  • କଳାହାଣ୍ଡି : ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ, ଟ୍ରକ୍‌ରୁ ୫ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ
  • ||
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||

ଆରଆଇଟିରେ ଦୁର୍ନୀତି ଅଭିଯୋଗ : ବକେୟା ଦରମା ଦାବିରେ ପ୍ରିନ୍ସିପାଲଙ୍କୁ ଘେରିଲେ ଅଧ୍ୟାପକ

3/11/2019 at 11:01 AM

ରାଉରକେଲା ୩।୧୧: ରାଉରକେଲା ଇନଷ୍ଟିଚ୍ୟୁଟ୍  ଅଫ୍ ଟେକ୍ନୋଲୋଜି ଅଧ୍ୟକ୍ଷଙ୍କୁ ମାଡ । ରାଉରକେଲା ସିଟି କାର୍ଯ୍ୟାଳୟରେ ପ୍ରିନ୍ସିପାଲଙ୍କୁ ଘେରିଲେ ଅଧ୍ୟାପକ ଓ ଅଧ୍ୟାପିକା । ୨ ବର୍ଷ ହେଲା ଦରମା ପାଇନଥିବା ପ୍ରତିବାଦରେ ଅଧ୍ୟକ୍ଷ ପୀତବାସ ପଣ୍ଡାଙ୍କୁ ମାଡ ମାରିଛନ୍ତି ।  ଦରମା ମାଗିଲେ ଅନୁଷ୍ଠାନ କ୍ଷତିରେ ଚାଲୁଛି ବୋଲି ଦର୍ଶାଯାଉଛି ।  ଏହା ସହ ଆରଆଇଟିରେ କୋଟି କୋଟି ଟଙ୍କାର ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଛି । ଏହି ଦୁନିର୍ତୀରେ ଅନୁଷ୍ଠାନର ସଂପାଦକ ପ୍ରଭାତ ମହାପାତ୍ରଙ୍କ ସହ ଅଧ୍ୟକ୍ଷ ପୀତବାସ ପଣ୍ଡା ସାମିଲ ଅଛନ୍ତି ବୋଲି ଅଭିଯୋଗ ହୋଇଛି ।

ଗତକାଲି ସଂଧ୍ୟାରେ ଆରଆଇଟି ସିଟି କାର୍ଯ୍ୟାଳୟରେ ସଂପାଦକ ପ୍ରଭାତ ମହାପାତ୍ରଙ୍କ ସହ ଅଧ୍ୟକ୍ଷ ପୀତବାସ ମିଶ୍ର ଅନୁଷ୍ଠାନ ସମ୍ବନ୍ଧୀୟ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ବକେୟା ଦରମା ଦାବିରେ ଅଡି ବସିଥିଲେ । ଏହାପରେ ଏମିତି ପରିସ୍ଥିତି ହେଲା ଯେ ପ୍ରିନ୍ସପାଲଙ୍କ ଅଧ୍ୟାପକମାନଙ୍କ ସହ କର୍ମଚାରୀ ମିଶି  ମାଡ଼ ମାରିବା ସହ ସଂପାଦକ ପ୍ରଭାତ ମହାପାତ୍ରଙ୍କୁ ଟେକା ପକାଇଥିଲେ । ଯାହା ଫଳରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସୋମବାର ଜିଲ୍ଲାପାଳଙ୍କୁ ଭେଟି ଆରଆଇଟିର ଦୁର୍ନିତୀ ନେଇ ଭିଜିଲାନ୍ସ ତଦନ୍ତ ଦାବି କରିବେ ଅଧ୍ୟାପକ ଅଧ୍ୟାପିକା ।

   Related Posts