Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଟେନିସ୍ କୋର୍ଟ ପରେ ଏବେ ରାଜନୀତିରେ ଦେଖାଇବେ ଦମ୍, TMCରେ ସାମିଲ ହେଲେ ଲିଆଣ୍ଡର୍ ପେସ୍

29/10/2021 at 1:35 PM

ପାଣାଜୀ ୨୯/୧୦: ଭାରତୀୟ ତାରକା ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ଟିଏମସିରୁ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟେନିସ୍ ଚାମ୍ପିଅନ୍ ଲିଆଣ୍ଡର୍ ପେସ ଗୋଆର ତ୍ରୁଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ବାନାର୍ଜୀ ପେସଙ୍କୁ ତାଙ୍କ ଦଳରେ ଭବ୍ୟ ସ୍ୱାଗତ କରିଛନ୍ତି ।

ସାନ ଭାଇ ବୋଲି କହି ମଧୁର ବର୍ଣ୍ଣନା କରିଛନ୍ତି । ମମତା କହିଛନ୍ତି, “ଆମେ ରାଜ୍ୟଗୁଡିକର ଦୃଢ ଏକତା ଦେଖିବାକୁ ଚାହୁଁଛୁ । ଏହାସହ ଫେଡେରାଲ୍ ଗଠନ ବଜାୟ ରଖିବାକୁ ଚାହୁଁଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ “ଦିଲି ର ଦାଦାଗିରି” କୁ ବନ୍ଦ କରିବାକୁ ପଡିବ । ଗୋଆରେ ନିଜରକୁ ପରିଚାଳନା ବୃଦ୍ଧି କରିବାକୁ ଏକ ସିଷ୍ଟମ ସୃଷ୍ଟି କରିବେ ।

   Related Posts