Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କୋଚିଳା ନଦୀ ବନ୍ଧରେ ଫାଟ

27/07/2018 at 1:58 PM

କୋଚିଳା ନଦୀ ବନ୍ଧରେ ଫାଟ ଦେଖା ଦେଇଛି । ଧାମନଗର ଅର୍ଜୁନପୁର ତରେଇ ନିକଟରେ ୨ଶହ ଫୁଟର କୋଚିଳା ନଦୀର ବନ୍ଧ ଧସିଛି । ନଦୀର ବାମ ପାର୍ଶ୍ୱ ବନ୍ଧରେ ବଡ ଫାଟ ଦେଖିବାକୁ ମିଳିଛି । ଫଳରେ ଲେ।କେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । କିଛି ଦିନ ତଳେ କାମ ଶେଷ ହେ।ଇଥିବାବେଳେ ବନ୍ଧରେ ଫାଟ ସୃଷ୍ଟି ହେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟେ ବନ୍ଧ ଧସିବା ଯେ।ଗୁଁ ଲଘୁଚାପ ବର୍ଷା ହେଲେ ନଦୀତଟର୍ତ୍ତି ଅଚଂଳର ଲେ।କେ ଜଳବନ୍ଦୀ ହେବାର ଆଶାଙ୍କା ଦେଖାଦେଇଛି ।

   Related Posts