କୋଚିଳା ନଦୀ ବନ୍ଧରେ ଫାଟ

Published By : Prameya-News7 Bureau | July 27, 2018 IST

କୋଚିଳା ନଦୀ ବନ୍ଧରେ ଫାଟ ଦେଖା ଦେଇଛି । ଧାମନଗର ଅର୍ଜୁନପୁର ତରେଇ ନିକଟରେ ୨ଶହ ଫୁଟର କୋଚିଳା ନଦୀର ବନ୍ଧ ଧସିଛି । ନଦୀର ବାମ ପାର୍ଶ୍ୱ ବନ୍ଧରେ ବଡ ଫାଟ ଦେଖିବାକୁ ମିଳିଛି । ଫଳରେ ଲେ।କେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । କିଛି ଦିନ ତଳେ କାମ ଶେଷ ହେ।ଇଥିବାବେଳେ ବନ୍ଧରେ ଫାଟ ସୃଷ୍ଟି ହେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟେ ବନ୍ଧ ଧସିବା ଯେ।ଗୁଁ ଲଘୁଚାପ ବର୍ଷା ହେଲେ ନଦୀତଟର୍ତ୍ତି ଅଚଂଳର ଲେ।କେ ଜଳବନ୍ଦୀ ହେବାର ଆଶାଙ୍କା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.