ଆଇନଜୀବୀଙ୍କ ୱେଲଫେୟାର ପଣ୍ଡ ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି

Published By : Prameya-News7 Bureau | May 20, 2018 IST

ବଢିଲା ଆଇନଜୀବୀ ଓ୍ବଲଫେୟାର ଫଣ୍ଡ୍। ପୁର୍ବରୁ ଥିବା ତିନି କୋଟି ରୁ ପାଞ୍ଚ କୋଟିକୁ ବୃଦ୍ଦିକଲେ ରାଜ୍ୟ ସରକାର।। ଏହା ସହ ଆଇନଜୀବୀଙ୍କ ସକ୍ଷତା ବି ବୃଦ୍ଦି କରିବାକୁ ହୋଇଛି ଯୋଜନା । ବିଜେଡିର ଆଇନଜୀବୀ ସାମୁଖ୍ୟ ରାଜ୍ୟ କାର୍ଯ୍ୟକାରିଣୀରେ ବୈଠକରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗାଁ ଗାଁରେ ରେ ପହଂଚିବ ଅାଇନସେବା। ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଲୋକଙ୍କୁ ଅାଇନ ସେବା ଯୋଗାଇ ବାକୁ ନିଯୁକ୍ତି ହେବେ ସ୍ବତନ୍ତ୍ର ଓକିଲ। ରାଜ୍ୟର ପ୍ରତ୍ୟେକ ପଞ୍ଛାୟତ ବାସୀ ମାନ ହାତ ପାହାନ୍ତାରେ ପାଇ ପାରିବେ ଅାଇନ ସେବା। ଅାଇନ ଜିବୀଙ୍କ ପାଇଁ ଖୁସିଖବର। ବଢିଲା ଅାଇନିଜିବୀ କଲ୍ୟାଣ ପାଣ୍ଠି। ତିନି କୋଟିରୁ ପାଞ୍ଚ କୋଟି ବଢାଇଲେ ସରକାର। ବଢିଲା ଆଇନଜୀବୀ ୱେଲ୍ଫେୟାର ଫଣ୍ଡ୍। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜେଡିର ଆଇନଜୀବୀ ସାମୁଖ୍ୟ ରାଜ୍ୟ କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।।, ଆଗାମୀ ବର୍ଷରୁ ଆଇନଜୀବୀ ୱେଲ୍ଫେୟାର ଫଣ୍ଡ୍ ୫ କୋଟି ହେବ। ଏହା ସହ ଅାଇନଜିବୀଙ୍କ ଦକ୍ଷତା ବୃଦ୍ଦି କରିବେ ସରକାର। ଓକିଲାତି ସମୟରେ ଅାବଶ୍ୟକତା ଥିବା ଥିବା ଜ୍ଞାନ, ଦକ୍ଷତା ବୃଦ୍ଦି କରିବାକୁ ଯୋଜନା କରିଛନ୍ତି ସରକାର। ଓକିଲ ମାନଙ୍କ ଦକ୍ଷତା ବିକାଶ କରିବାକୁ ଆଇନଜୀବୀଙ୍କ ପାଇଁ ଖୋଲିବ ସ୍କିଲ୍ ଡେଭଲପମେଣ୍ଟ ଏକାଡେମୀ । ଅାଇନ ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କଟକ ମସୁଧୁଦନ ଅାଇନ ମହାବିଦ୍ୟାଳୟ ପାଇଁ ମିଳିଛି ଖୁସି ଖବର। ସୁପ୍ରିମକୋର୍ଟ ବହୁ ମୁଖ୍ୟ ବିଚାର ପତିଙ୍କ ଅାରମ୍ଭ କରି ହାଇା‌େକାର୍ଟ ବିଚାର ପତିଙ୍କ ସହ ରାଜ୍ୟର ବହୁ ନାମି ଦାମି ଅାଇନ ପାଠ ପଢିଥିବା ମଧୁସୂଦନ ଲ କଲେଜକୁ ୟୁନିଭର୍ସିଟି କରାଯିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.