Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||

ଆଇନଜୀବୀଙ୍କ ୱେଲଫେୟାର ପଣ୍ଡ ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି

20/05/2018 at 11:58 AM

ବଢିଲା ଆଇନଜୀବୀ ଓ୍ବଲଫେୟାର ଫଣ୍ଡ୍। ପୁର୍ବରୁ ଥିବା ତିନି କୋଟି ରୁ ପାଞ୍ଚ କୋଟିକୁ ବୃଦ୍ଦିକଲେ ରାଜ୍ୟ ସରକାର।। ଏହା ସହ ଆଇନଜୀବୀଙ୍କ ସକ୍ଷତା ବି ବୃଦ୍ଦି କରିବାକୁ ହୋଇଛି ଯୋଜନା । ବିଜେଡିର ଆଇନଜୀବୀ ସାମୁଖ୍ୟ ରାଜ୍ୟ କାର୍ଯ୍ୟକାରିଣୀରେ ବୈଠକରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଗାଁ ଗାଁରେ ରେ ପହଂଚିବ ଅାଇନସେବା। ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଲୋକଙ୍କୁ ଅାଇନ ସେବା ଯୋଗାଇ ବାକୁ ନିଯୁକ୍ତି ହେବେ ସ୍ବତନ୍ତ୍ର ଓକିଲ। ରାଜ୍ୟର ପ୍ରତ୍ୟେକ ପଞ୍ଛାୟତ ବାସୀ ମାନ ହାତ ପାହାନ୍ତାରେ ପାଇ ପାରିବେ ଅାଇନ ସେବା। ଅାଇନ ଜିବୀଙ୍କ ପାଇଁ ଖୁସିଖବର। ବଢିଲା ଅାଇନିଜିବୀ କଲ୍ୟାଣ ପାଣ୍ଠି। ତିନି କୋଟିରୁ ପାଞ୍ଚ କୋଟି ବଢାଇଲେ ସରକାର। ବଢିଲା ଆଇନଜୀବୀ ୱେଲ୍ଫେୟାର ଫଣ୍ଡ୍। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜେଡିର ଆଇନଜୀବୀ ସାମୁଖ୍ୟ ରାଜ୍ୟ କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।।, ଆଗାମୀ ବର୍ଷରୁ ଆଇନଜୀବୀ ୱେଲ୍ଫେୟାର ଫଣ୍ଡ୍ ୫ କୋଟି ହେବ। ଏହା ସହ ଅାଇନଜିବୀଙ୍କ ଦକ୍ଷତା ବୃଦ୍ଦି କରିବେ ସରକାର। ଓକିଲାତି ସମୟରେ ଅାବଶ୍ୟକତା ଥିବା ଥିବା ଜ୍ଞାନ, ଦକ୍ଷତା ବୃଦ୍ଦି କରିବାକୁ ଯୋଜନା କରିଛନ୍ତି ସରକାର। ଓକିଲ ମାନଙ୍କ ଦକ୍ଷତା ବିକାଶ କରିବାକୁ ଆଇନଜୀବୀଙ୍କ ପାଇଁ ଖୋଲିବ ସ୍କିଲ୍ ଡେଭଲପମେଣ୍ଟ ଏକାଡେମୀ ।
ଅାଇନ ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କଟକ ମସୁଧୁଦନ ଅାଇନ ମହାବିଦ୍ୟାଳୟ ପାଇଁ ମିଳିଛି ଖୁସି ଖବର। ସୁପ୍ରିମକୋର୍ଟ ବହୁ ମୁଖ୍ୟ ବିଚାର ପତିଙ୍କ ଅାରମ୍ଭ କରି ହାଇା‌େକାର୍ଟ ବିଚାର ପତିଙ୍କ ସହ ରାଜ୍ୟର ବହୁ ନାମି ଦାମି ଅାଇନ ପାଠ ପଢିଥିବା ମଧୁସୂଦନ ଲ କଲେଜକୁ ୟୁନିଭର୍ସିଟି କରାଯିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

   Related Posts