Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗରେ ଆଜି ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦେ।ଳନ

9/08/2019 at 9:28 AM

କଟକ ୯|୮: ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗରେ ଆଜି ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦେ।ଳନ । କଟକର ଅଧିକାଂଶ ବାର୍ କୋର୍ଟ କାର୍ଯ୍ୟରେ ଯୋଗ ନଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗକୁ ବିରୋଧ କରି କୋର୍ଟ କାର୍ଯ୍ୟରେ ଯୋଗ ନଦେବା ପାଇଁ କଟକର ବିଭିନ୍ନ ବାର୍ ଆସୋସିଏସନ୍ କୁ ନିବେଦନ କରାଯାଇଥିଲା । ଏଥିରେ ହାଇକୋର୍ଟ ବାର୍ ସହ ଅଧିକାଂଶ ବାର୍ ଆସୋସିଏସନ୍ ସହମତି ପ୍ରକାଶ କରିଥିବା ସ୍ୟାଟ୍ ବାର୍ ସମ୍ପାଦକ ସୂଚନା ଦେଇଛନ୍ତି । ତେଣୁ ଆଜି ଅଧିକାଂଶ ବାର୍ ଆସୋସିଏସନ୍ କୋର୍ଟ କାର୍ଯ୍ୟରେ ଯୋଗ ଦେବେ ନାହିଁ ।

   Related Posts