ଟ୍ରକ୍ ଦୁର୍ଘଟଣାରେ ଆଇନଜୀବି ମୃତ
18/08/2018 at 10:22 AM

ଢେଙ୍କାନାଳ୧୮/୮:ଢେଙ୍କାନାଳରେ ଟ୍ରକ୍ ଦୁର୍ଘଟଣାରେ ଜଣେ ଆାଇନ୍ଜୀବିଙ୍କ ମୃତ୍ୟୁ ଘଟିଛି। ଗଂଦିଆ ବିଧାରପୁର ଅଞ୍ଚଳରେ ଏକ ଟ୍ରକ୍ ବାଇକକୁ ପିଟିବା ଫଳରେ ଆଇନଜୀବିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହାକୁ ନେଇ ସେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଆଇନଜୀବୀଙ୍କ ନାମ ସଞ୍ଜିତ ସାହୁ ଏବଂ ତାଙ୍କ ଘର ଟାଉନ୍ ପ୍ଲାନିଂ ଅଞ୍ଚଳରେ ବୋଲି ସୂଚନା ମିଳିଛି।