ହାଇକୋର୍ଟକୁ କଟକରୁ ଭୁବନେଶ୍ବର ସ୍ଥାନାନ୍ତର ଦାବିରେ ଭୁବନେଶ୍ବର ବାର ଆସୋସିଏସନର ଆନ୍ଦୋଳନ

Published By : Prameya-News7 Bureau | September 28, 2018 IST

ଭୁବନେଶ୍ୱର ୨୮/୯ : ହାଇକୋର୍ଟକୁ କଟକରୁ ଭୁବନେଶ୍ବର ସ୍ଥାନାନ୍ତର ଦାବିରେ ଭୁବନେଶ୍ବର ବାର ଆସୋସିଏସନର ଆନ୍ଦୋଳନ । ଦାବି ପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଇଛି ସଂଘ । କଟକ-ପୁରୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଆଇନଜୀବୀ । ଟାୟାର ଜାଳି ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.