Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ପଡୋଶୀକୁ ମାରି ବାହାର କରିଦେଲା ହାର୍ଟ: ଆଳୁ ସହ ରୋଷେଇ କରି ଘରଲୋକଙ୍କୁ ଖୁଆଇଲା

24/02/2021 at 6:10 PM

ନୂଆଦିଲ୍ଲୀ ୨୪/୦୨ : ଦୁନିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଅପରାଧ ହେଉଛି। କିଛି ଘଟଣା ଛାତି ଥରାଇ ଦେଇଥାଏ। କିଛି ଘଟଣା ସମ୍ପର୍କରେ ଶୁଣି କ୍ରୋଧ ଆସିଥାଏ। ଏହିଭଳି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଆମେରିକାରୁ ଏମିତି ଏକ ଘୃଣ୍ୟ ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ।

ଆମେରିକାର ଓକ୍ଲାହୋମାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। Lawrence Anderson ନାମକ ଜଣେ ବ୍ୟକ୍ତିକୁ ୩ଜଣଙ୍କୁ ହମଲା କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ଯେଉଁ ୩ଜଣଙ୍କୁ ଲରେନ୍ସ ହମଲା କରିଥିଲା ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଗଲା। ସବୁଠାରୁ ଭୟଙ୍କର କଥା ହେଲା, ଲରେନ୍ସ Andrea Lynn ନାମକ ଯୁବକକୁ ଛୁରୀ ମାରିଥିଲେ ହତ୍ୟା କରିବା ପରେ ମୃତ ଶରୀରରୁ ତାଙ୍କ ହୃଦୟ ବାହାର କରି ଦେଇଥିଲେ। ପରେ ତାକୁ ଆଳୁ ସହ ରୋଷେଇ କରି ନିଜ ଘରଲୋକଙ୍କୁ ଖୁଆଇ ଦେଇଥିଲେ।

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଲରେନ୍ସ କହିଛି ଯେ ସେ ନିଜ ପରିବାରକୁ ଦାନବଙ୍କ ଠାରୁ ମୁକ୍ତ କରିବାକୁ ଏହିଭଳି କାମ କରିଛି। ଲରେନ୍ସ ୬୭ ବର୍ଷୀୟ Leon Pye ଓ ତାଙ୍କ ୪ ବର୍ଷୀୟ ନାତୁଣୀ ଏବଂ ଆଉ ଜଣେ ମହିଳାଙ୍କୁ ହମଲା କରିଥିଲେ। ହମଲାରେ ଅଜା ନାତୁଣୀଙ୍କ ମୃତ୍ୟୁ ହୋଇଥିଲା ଓ ମହିଳା ବଞ୍ଚିଯାଇଥିଲେ। ଏହି ପରିବାର ଲରେନ୍ସଙ୍କ ପଡୋଶୀ ବୋଲି ଜଣାପଡିଛି। ତେବେ ହମଲାର କାରଣ ଜଣାପଡିନାହିଁ।

   Related Posts