ରାଜ୍ୟ ଆଇନଜୀବି ସଂଘ ପକ୍ଷରୁ ୪୯ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

Published By : Prameya-News7 Bureau | December 29, 2020 IST

ଚଣ୍ଡିଖୋଲ ୨୯।୧୨: ରାଜ୍ୟ ଆଇନଜୀବି ସଂଘ ପକ୍ଷରୁ ୪୯ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

{"id":384296,"sizeSlug":"large","linkDestination":"none"}

ରାଜ୍ୟ ଆଇନଜୀବୀ ସଂଘର ସଭାପତି ବିଚିତ୍ର କୁମାର ବଡ଼ଜେନାଙ୍କ ଅଧକ୍ଷତାରେ ଏହି ସମ୍ମିଳନୀକୁ ପୂର୍ବତନ ହାଇକୋର୍ଟ ବିଚାରପତି ବି. କେ. ମିଶ୍ର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗଦେଇଥିଲେ। ରାଜ୍ୟର ବିଭିନ୍ନ ଓକିଲ ସଂଘ ପକ୍ଷରୁ ବହୁ ଆଇନଜୀବୀ ଏଥିରେ ସାମିଲ ହୋଇଥିଲେ । ଆଇନଜୀବୀ ମାନଙ୍କ ସୁରକ୍ଷା ଓ ବିଭିନ୍ନ ଦାବି ନେଇ ଏହି ସମ୍ମିଳନୀ ରେ ଆଲୋଚନା କରାଯାଇଥିଲା।

{"id":384297,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.