Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଜଳଭଣ୍ଡାର ମଝିରେ ଅଚଳ ହୋଇଗଲା ଲଞ୍ଚ୍ : ଅଳ୍ପକେ ବର୍ତ୍ତିଗଲେ ନିର୍ବନ୍ଧ ପାଇଁ ଯାଉଥିବା ୧୦ ଯାତ୍ରୀ, ୩ ଘଣ୍ଟା ପରେ ଉଦ୍ଧାର

21/01/2021 at 4:19 PM

କଳାହାଣ୍ଡି ୨୧।୧: ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଦେଶୀ ଲଞ୍ଚ ହୋଇଗଲା ଅଚଳ । ଲଞ୍ଚରେ ଥିବା ୧୦ ଜଣ ଲୋକ ୩ ଘଣ୍ଟା ପରେ ଉଦ୍ଧାର ହେଲେ ।

ସୂଚନାଯୋଗ୍ୟ ଯେ, ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥୁଆମୂଳ ରାମପୁର ବ୍ଲକର ପୋଡାପଦର ପଞ୍ଚାୟତ ସହ ଅନ୍ୟ ପଞ୍ଚାୟତର ୧୭ଖଣ୍ଡ ଗାଁ ରହିଛି । ଗ୍ରାମବାସୀଙ୍କ ଗମନାଗମନର ଏକ ମାତ୍ର ସାହାରା ଦେଶୀ ଡଙ୍ଗା ଓ ମୋଟର ଲଞ୍ଚ ।

ଗୁରୁବାର ନବରଙ୍ଗପୁର ଜିଲ୍ଲାର ବିଜ୍ରାଗୁଡା ଗ୍ରାମରୁ ନିର୍ବନ୍ଧ ପାଇଁ ଥୁଆମୂଳ ରାମପୁର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଥିବା ଉପରପଙ୍ଗା ଗ୍ରାମକୁ ୭ ଜଣ ଯାଉଥିଲେ । ଦିନ ୧୧ଟା ବେଳେ ହଠାତ୍ ଜଳଭଣ୍ଡାର ମଧ୍ୟରେ ଲଞ୍ଚରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଫଳରେ ଦୀର୍ଘ ୩ ଘଣ୍ଟା ପରେ ରୋଗୀ ଆଣିବାକୁ ଯାଉଥିବା ବୋଟ୍ ଆମ୍ବୁଲାନ୍ସ ସମସ୍ତଙ୍କୁ ଉଦ୍ଧାର କରିଛି । ଲଞ୍ଚରେ ଥିବା ଲୋକମାନେ ବହୁ ସମୟ ଧରି ଅପେକ୍ଷା ପରେ ରୋଗୀ ଆଣିବାକୁ ଯାଉଥିବା ବୋଟ୍ ଆମ୍ବୁଲାନ୍ସକୁ ଡାକିବା ପରେ ବୋଟ୍ ଆମ୍ବୁଲାନ୍ସ ଆସି ଲଞ୍ଚରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଛି ।

   Related Posts