୫ଟି ଦେଶର ୧୦ଟି ସ୍ୟାଟେଲାଇଟ ଲଞ୍ଚ : ସେନାଙ୍କୁ ଗୁଳି-ବିନିମୟ ସମୟରେ ସହାୟକ ହେବ ଭାରତର ରିସ୍ୟାଟ୍- ୨ବିଆର୧

Published By : Prameya-News7 Bureau | December 11, 2019 IST

ଶ୍ରୀହରିକୋଟା ୧୧/୧୨: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ(ଇସ୍ରୋ)ଦ୍ବିପ୍ରହର ୩ଟା ୨୫ରେ ଭାରତୀୟ ଉପଗ୍ରହ ରିସ୍ୟାଟ୍- ୨ବିଆର୧ ଏବଂ ଅନ୍ୟ ୪ଟି ଦେଶର ୯ଟି ସ୍ୟାଟେଲାଇଟ୍ ଲଞ୍ଚ କରିଛି। ଏହି ପରୀକ୍ଷଣ ପିଏସଏଲଭି-ସି୪୮ ରକେଟ୍ ଜରିଆରେ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାର ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ କରାଯାଇଛି।

{"id":196416,"sizeSlug":"large"}

ଏହା ବାଦଲ୍ ଏବଂ ଅନ୍ଧାରରେ ମଧ୍ୟ ସଫା ଫଟୋ ଉଠାଇପାରିବ। ଅର୍ଥ ଇମେଜିଙ୍ଗ କ୍ୟାମେରା ଏବଂ ରାଡାର ପଦ୍ଧତିରେ ଗୁଳିମାଡ଼ ସମୟରେ ଏହା ସେନାଙ୍କ ପାଇଁ ସହାୟକ ହେବ।ରିସ୍ୟାଟ୍-୨ବିଆର୧ ୫ବର୍ଷ ଯାଏଁ କାମ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.