Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଲାଠି ଚାର୍ଜ

15/10/2019 at 11:05 PM

ଭୁବନେଶ୍ୱର – ଭୁବନେଶ୍ୱରକୁ ଆର୍ମି ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀମାନେ ପୁରୁଷୋତ୍ତମ ଏକ୍ସପ୍ରେସ ମଧ୍ୟକୁ ଜବରଦସ୍ତ ଧସେଇ ପଶିବା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ପୁରୁଷୋତ୍ତମ ଏକ୍ସପ୍ରେସ ମଧ୍ୟକୁ ପଶିଯାଇ କିଛି ପରୀକ୍ଷାର୍ଥୀ ବଗି ମଧ୍ୟରୁ ପିଶି ଭିତରକୁ ଭିତରୁ ଏହାକୁ ବନ୍ଦ କରି ଦେଇଥିଲେ ।

ଏହାପରେ ଆର୍‌ପିଏଫ୍‌ ପକ୍ଷରୁ ମୃଦୁ ଲାଠି ଚାଳନା କରିଥିଲେ । ଅନେକ ଆର୍ମି ପରୀକ୍ଷାର୍ଥୀ ବଗି ମଧ୍ୟକୁ ପ୍ରବେଶ କରିଛନ୍ତି। ଏକ ନମ୍ବର ଷ୍ଚେସନରେ ଖବର ଲେଖା ହେବା ବେଳକୁ ଟ୍ରେନ୍‌ ଅଟକି ରହିଛି । ଏକ ପ୍ରକାର ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଲୋକ ଟିକେଟ କରି ମଧ୍ୟ ଟ୍ରେନକୁ ଅପକ୍ଷା କରି ରହିଛନ୍ତି ।


ଏଥିପାଇଁ ଟ୍ରେନ ଚଳା ଚଳ ବ୍ୟାଘାତ ହୋଇଛି।

   Related Posts