Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଜିଓର ଧମାକାଦାର ଅଫର, ଗ୍ରାହକଙ୍କୁ ମିଳିବ ୧୦ଜିବି ମାଗଣା ଡ଼ାଟା

30/01/2019 at 6:59 PM

ଆପଣ ଜିଓର ଗ୍ରାହକି ? ଆପଣଙ୍କି ମିଳିବ ମାଗଣା ୧୦ଜିବି ଡ଼ାଟା । କିନ୍ତୁ ଏହି ଅଫର ମାତ୍ର ୫ଦିନ ପାଇଁ ।

ଜିଓର ଅନ୍ୟ କଣ ସବୁ ଡ଼ାଟା ପ୍ଲାନ ରହିଛି, ଆସନ୍ତୁ ଜାଣିବା ।

ରିଲିୟାନ୍ସ ଜିଓ ସେଲିବ୍ରେସନ ପ୍ଲାନରେ ଅଛନ୍ତି ମାନେ ୫ଦିନ ପାଇଁ ୨ଜିବି ଡ଼ାଟା ଆପଣଙ୍କୁ  ମାଗଣା ମିଳିବ । ଯଦି ୩୯୯ଟଂକା ପ୍ଲାନରେ ଅଛନ୍ତି, ତାହେଲେ ପ୍ରତ୍ୟେକଦିନ ୧.୫ଜିବି ଡ଼ାଟା ପାଇପାରିବେ ।

ଜିଓ ଓ୍ଵେବସାଇଟର ଗ୍ରାହକମାନଙ୍କୁ ମିଳିପାରିବ ନାହିଁ ଏହି ସୁବିଧା । କେବଳ ମାଇଁ ଜିଓରେ ଥିବା ଗ୍ରାହକଙ୍କୁ ମିଳିପାରିବ ଏହି ସୁବିଧା । ଜିଓ ଆପରେ କେବଳ ପାଇପାରିବେ ଏହି ସୁବିଧା  । ଯଦି କୌଣସି ପ୍ଲାନ ବାବଦରେ ଜାଣିବାକୁ ପାଉଛନ୍ତି, ତାହେଲେ ମାଇଁ ପ୍ଲାନ ଆପ୍ ଡ଼ାଉନଲୋଡ଼ କରନ୍ତୁ । ଏଥରେ ସବୁ ପ୍ଲାନ ବାବଦରେ ଜାଣିପାରିବେ ।

ଆପଣ ଯଦି ଜିଓ ଫୋନର ୟୁଜର ଅଛନ୍ତି, ତା ହେଲେ ଆପଣ ପାଇପାରିବେ ଅନେକ ସୁବିଧା । ଯଦି ୫୯୪ଟଂକାର ରିଚାର୍ଜ କରୁଛନ୍ତି, ତା ହେଲେ ୬ମାସ ପର୍ଯ୍ୟନ୍ତ ବୈଧତା ପାଇପାରିବେ । ଠିକ ସେହିଭଳି ଯଦି ୨୯୭ ଟଂକା ରିଚାର୍ଜ କରୁଛନ୍ତି , ପାଇପାରିବେ ୩ ମାସର ବୈଧତା ।

୫୯୪ଟଂକାର ରିଚାର୍ଜ କରିଛନ୍ତି ମାନେ ୧୬୮ ଦିନର ବୈଧତା ସହ ଦିନକୁ ଅଧା ଜିବି ଡ଼ାଟା ମାଗଣାରେ ପାଇପାରିବେ ।

   Related Posts