Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ବିଳମ୍ୱିତ ରାତିରେ ଦୋକାନର ତାଲା ଭାଙ୍ଗି ଚୋରି କଲେ ପେଟି ପେଟି ମଦ

19/06/2021 at 9:45 AM

ବଲାଙ୍ଗିର ୧୯/୬ : ଜିଲ୍ଲାର କଦମପଡା ସ୍ଥିତ ୭ ନମ୍ବର ବିଦେଶୀ ଅଫ ସପରୁ ଚୋରି । ବିଳମ୍ବିତ ରାତିରେ ଚୋରମାନେ ଦୋକାନର ତାଲା ଭାଙ୍ଗି ପ୍ରାୟ ୪୯ ପେଟି ମଦ ଚୋରି କରି ନେଇଯାଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହୋଇଥିବା ଦୋକାନ ମାଲିକ ସୂଚନା ଦେଇଛନ୍ତି ।

ତେବେ ଆଶ୍ଚର୍ଯ୍ୟର କଥା ଚୋରମାନେ ଦୋକାନର ଭଲ ବ୍ରାଣ୍ଡକୁ ଛାଡି ଛୋଟ ବ୍ରାଣ୍ଡର ମଦ ଚୋରି କରିଥିବା ଅଭିଯୋଗ ହୋଇଛି । ଏନେଇ ଖବର ପାଇବା ପରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏଥିରେ ସ୍ଥାନୀୟ ଅଞ୍ଚଳର ମଦ କୁଚିଆ ବେପାରୀ ସାମିଲ ଥିବା ଚର୍ଚ୍ଚା ହେଉଛି ।

   Related Posts