Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||

ସୁସ୍ଥ ହେଉଛନ୍ତି ସୁର ସାମାଜ୍ଞ୍ରୀ ଲତା ମଙ୍ଗେସ୍କର

13/11/2019 at 9:25 PM

ମୁମ୍ବାଇ ୧୩।୧୧ –  ଛାତିରେ କଷ୍ଟ ଅନୁଭବ କରି ହସ୍ପିଟାଲେ ଭର୍ତ୍ତି ହୋଇଥିବା ସ୍ବର ସାମ୍ରାଜ୍ଞି ଲତା ମଙ୍ଗେସ୍କରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଲେ ମଧ୍ୟ ସଙ୍କଟାପନ୍ନ ଅଛି।  ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଏବଂ ସେ ଲାଇଫ ସପୋର୍ଟରେ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଲତା ଚିକିତ୍ସିତ ହେଉଛନ୍ତି । ସେ ନିମୋନିଆ. ଛାତିରେ ଇନଫେକ୍ସନ ଏବଂ ହୃଦରୋଗର ପୀଡ଼ିତ ଅଛନ୍ତି ବୋଲି ଡାକ୍ତର କହିଛନ୍ତି। ଯେ ପର୍ଯ୍ୟନ୍ତ ଇନଫେକ୍ସନ ନିୟନ୍ତ୍ରଣ ନ ହୋଇଛି ସେପର୍ଯ୍ୟନ୍ତ ତାଙ୍କର ପରବର୍ତ୍ତୀ ଚିକିତ୍ସା କରିବା କଷ୍ଟକରଣ ବୋଲି ଡାକ୍ତର କହିଛନ୍ତି। ତେଣୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏବେଠାରୁ କିଛି କହିହେବ ନାହିଁ। ଲତାଙ୍କର ସ୍ଵାସ୍ଥ୍ୟବସ୍ଥାକୁ ନେଇ ତାଙ୍କର ପ୍ରଶଂସକଙ୍କଠୁ ନେଇ ସମଗ୍ର ଦେଶବାସୀ ଚିନ୍ତିତ ହୋଇ ପଡ଼ିଥିଲେ ।  ଲତାଙ୍କ ପରିବାରର ସଦସ୍ୟ ଏବଂ ପୂରା ଦେଶ ଏବେ  ତାଙ୍କ ସାଥୀରେ ରହିବା ସହ ତାଙ୍କର ସୁସ୍ଥ କାମନା କରିଛନ୍ତି । ନିକଟରେ ଭାରତ ରତ୍ନ ଲତା ମଙ୍ଗେସକର ନିଜର ୯୦ତମ ଜନ୍ମ ଦିବସ ପାଳନ କରିଥିଲେ।

ଛାତିରେ କଷ୍ଟ ଅନୁଭବ କରି ହସ୍ପିଟାଲେ ଭର୍ତ୍ତି ହୋଇଥିବା ସ୍ବର ସାମ୍ରାଜ୍ଞି ଲତା ମଙ୍ଗେସ୍କରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଲେ ମଧ୍ୟ ସଙ୍କଟାପନ୍ନ ଅଛି।  ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଏବଂ ସେ ଲାଇଫ ସପୋର୍ଟରେ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଲତା ଚିକିତ୍ସିତ ହେଉଛନ୍ତି ।

ସେ ନିମୋନିଆ. ଛାତିରେ ଇନଫେକ୍ସନ ଏବଂ ହୃଦରୋଗର ପୀଡ଼ିତ ଅଛନ୍ତି ବୋଲି ଡାକ୍ତର କହିଛନ୍ତି। ଯେ ପର୍ଯ୍ୟନ୍ତ ଇନଫେକ୍ସନ ନିୟନ୍ତ୍ରଣ ନ ହୋଇଛି ସେପର୍ଯ୍ୟନ୍ତ ତାଙ୍କର ପରବର୍ତ୍ତୀ ଚିକିତ୍ସା କରିବା କଷ୍ଟକରଣ ବୋଲି ଡାକ୍ତର କହିଛନ୍ତି। ତେଣୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏବେଠାରୁ କିଛି କହିହେବ ନାହିଁ। ଲତାଙ୍କର ସ୍ଵାସ୍ଥ୍ୟବସ୍ଥାକୁ ନେଇ ତାଙ୍କର ପ୍ରଶଂସକଙ୍କଠୁ ନେଇ ସମଗ୍ର ଦେଶବାସୀ ଚିନ୍ତିତ ହୋଇ ପଡ଼ିଥିଲେ ।  ଲତାଙ୍କ ପରିବାରର ସଦସ୍ୟ ଏବଂ ପୂରା ଦେଶ ଏବେ  ତାଙ୍କ ସାଥୀରେ ରହିବା ସହ ତାଙ୍କର ସୁସ୍ଥ କାମନା କରିଛନ୍ତି । ନିକଟରେ ଭାରତ ରତ୍ନ ଲତା ମଙ୍ଗେସକର ନିଜର ୯୦ତମ ଜନ୍ମ ଦିବସ ପାଳନ କରିଥିଲେ।

   Related Posts