ସୁସ୍ଥ ହେଉଛନ୍ତି ସୁର ସାମାଜ୍ଞ୍ରୀ ଲତା ମଙ୍ଗେସ୍କର

Published By : Prameya-News7 Bureau | November 13, 2019 IST

ମୁମ୍ବାଇ ୧୩।୧୧ -  ଛାତିରେ କଷ୍ଟ ଅନୁଭବ କରି ହସ୍ପିଟାଲେ ଭର୍ତ୍ତି ହୋଇଥିବା ସ୍ବର ସାମ୍ରାଜ୍ଞି ଲତା ମଙ୍ଗେସ୍କରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଲେ ମଧ୍ୟ ସଙ୍କଟାପନ୍ନ ଅଛି।  ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଏବଂ ସେ ଲାଇଫ ସପୋର୍ଟରେ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଲତା ଚିକିତ୍ସିତ ହେଉଛନ୍ତି । ସେ ନିମୋନିଆ. ଛାତିରେ ଇନଫେକ୍ସନ ଏବଂ ହୃଦରୋଗର ପୀଡ଼ିତ ଅଛନ୍ତି ବୋଲି ଡାକ୍ତର କହିଛନ୍ତି। ଯେ ପର୍ଯ୍ୟନ୍ତ ଇନଫେକ୍ସନ ନିୟନ୍ତ୍ରଣ ନ ହୋଇଛି ସେପର୍ଯ୍ୟନ୍ତ ତାଙ୍କର ପରବର୍ତ୍ତୀ ଚିକିତ୍ସା କରିବା କଷ୍ଟକରଣ ବୋଲି ଡାକ୍ତର କହିଛନ୍ତି। ତେଣୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏବେଠାରୁ କିଛି କହିହେବ ନାହିଁ। ଲତାଙ୍କର ସ୍ଵାସ୍ଥ୍ୟବସ୍ଥାକୁ ନେଇ ତାଙ୍କର ପ୍ରଶଂସକଙ୍କଠୁ ନେଇ ସମଗ୍ର ଦେଶବାସୀ ଚିନ୍ତିତ ହୋଇ ପଡ଼ିଥିଲେ ।  ଲତାଙ୍କ ପରିବାରର ସଦସ୍ୟ ଏବଂ ପୂରା ଦେଶ ଏବେ  ତାଙ୍କ ସାଥୀରେ ରହିବା ସହ ତାଙ୍କର ସୁସ୍ଥ କାମନା କରିଛନ୍ତି । ନିକଟରେ ଭାରତ ରତ୍ନ ଲତା ମଙ୍ଗେସକର ନିଜର ୯୦ତମ ଜନ୍ମ ଦିବସ ପାଳନ କରିଥିଲେ।

ଛାତିରେ କଷ୍ଟ ଅନୁଭବ କରି ହସ୍ପିଟାଲେ ଭର୍ତ୍ତି ହୋଇଥିବା ସ୍ବର ସାମ୍ରାଜ୍ଞି ଲତା ମଙ୍ଗେସ୍କରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଲେ ମଧ୍ୟ ସଙ୍କଟାପନ୍ନ ଅଛି।  ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଏବଂ ସେ ଲାଇଫ ସପୋର୍ଟରେ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଲତା ଚିକିତ୍ସିତ ହେଉଛନ୍ତି ।

ସେ ନିମୋନିଆ. ଛାତିରେ ଇନଫେକ୍ସନ ଏବଂ ହୃଦରୋଗର ପୀଡ଼ିତ ଅଛନ୍ତି ବୋଲି ଡାକ୍ତର କହିଛନ୍ତି। ଯେ ପର୍ଯ୍ୟନ୍ତ ଇନଫେକ୍ସନ ନିୟନ୍ତ୍ରଣ ନ ହୋଇଛି ସେପର୍ଯ୍ୟନ୍ତ ତାଙ୍କର ପରବର୍ତ୍ତୀ ଚିକିତ୍ସା କରିବା କଷ୍ଟକରଣ ବୋଲି ଡାକ୍ତର କହିଛନ୍ତି। ତେଣୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏବେଠାରୁ କିଛି କହିହେବ ନାହିଁ। ଲତାଙ୍କର ସ୍ଵାସ୍ଥ୍ୟବସ୍ଥାକୁ ନେଇ ତାଙ୍କର ପ୍ରଶଂସକଙ୍କଠୁ ନେଇ ସମଗ୍ର ଦେଶବାସୀ ଚିନ୍ତିତ ହୋଇ ପଡ଼ିଥିଲେ ।  ଲତାଙ୍କ ପରିବାରର ସଦସ୍ୟ ଏବଂ ପୂରା ଦେଶ ଏବେ  ତାଙ୍କ ସାଥୀରେ ରହିବା ସହ ତାଙ୍କର ସୁସ୍ଥ କାମନା କରିଛନ୍ତି । ନିକଟରେ ଭାରତ ରତ୍ନ ଲତା ମଙ୍ଗେସକର ନିଜର ୯୦ତମ ଜନ୍ମ ଦିବସ ପାଳନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.