Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଏହା ଥିଲା ଇରଫାନଙ୍କ ଶେଷ ଶବ୍ଦ, ମୃତ୍ୟୁ ପୂର୍ବରୁ କହିଥିଲେ…

29/04/2020 at 8:46 PM

ମୁମ୍ବାଇ, ୨୯|୦୪: ବଲିଉଡ ଅଭିନେତା ଇରଫାନ ଖାନ ମୁମ୍ବାଇର  କୋକିଳାବେନ୍ ହସପିଟାଲରେ 53 ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ବଲିଉଡ ଓ ହଳିଉଡ୍  ଜଗତରେ ଶୋକର ଛାୟା ଖେଳି ଯାଇଛି । ସମସ୍ତେ ଇରଫାନଙ୍କୁ ଝୁରୁଛନ୍ତି । ସ୍ୱାସ୍ଥ୍ୟ ଖରାପ ହେତୁ ତାଙ୍କୁ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ସେ ଦୀର୍ଘ ଦିନ ଧରି ବ୍ରେନ୍ କ୍ୟାନସରରେ ପୀଡିତ ଥିଲେ  । ତେବେ ଲଣ୍ଡନରେ ସେ ନିଜ ଚିକିତ୍ସା କରିଥିଲେ  । ମଙ୍ଗଳବାର ତାଙ୍କୁ କୋଲନ୍ ଇନଫେକ୍ସନ କାରଣରୁ ଆଇସିଯୁରେ ଭର୍ତ୍ତି କରାଯାଇଥିଲା  । ତେବେ ସେ ପ୍ରାଣ ହରାଇଥିଲେ  ।

View this post on Instagram

🤲🙏 #rip #irfankhan

A post shared by Viral Bhayani (@viralbhayani) on

ତେବେ ଇରଫାନ୍ ମୃତ୍ୟୁ ପୁର୍ବରୁ ନିଜର ଶେଷ ଶବ୍ଦ ପ୍ରକାଶ କରିଥିଲେ । ତାଙ୍କ ଶେଷ ଶବ୍ଦ କଣ ଥିଲା ତାହା ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ବଲିଉଡ଼ ଫଟୋଗ୍ରାଫର ଭାଇରାଲ ଭୟାନି ।ସେ ନିଜ ଇନଷ୍ଟାଗ୍ରାମ ପେଜରେ ଉଲ୍ଲେଖ କରିଛନ୍ତି ଯେ ଇମରାନଙ୍କ ମାଆ ତାଙ୍କୁ ଡାକୁଥିବା ଶେଷ ସମୟରେ କହିଥିଲେ  । ମାଆ ତାଙ୍କୁ ନେବା ପାଇଁ ଆସିଛନ୍ତି ବୋଲି ସେ କହିଥିଲେ  । ଏହାସହ ସେ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ  । ଏହି ପୋଷ୍ଟକୁ ଅନେକ ଲାଇକ୍  ଓ ରିଆକ୍ସନ ମଧ୍ୟ ଦେଇଛନ୍ତି  ।

ଇରଫାନଙ୍କ ମୃତ୍ୟୁ ପରେ ବଲିଉଡର ସମସ୍ତ ଅଭିନେତା ଓ ଅଭିନେତ୍ରୀ ଗଭୀର ଶୋକବ୍ୟକ୍ତ କରିଛନ୍ତି  । ବାଦଶାହ ଶାହରୁଖ ଖାନ, ସଲମାନ ଖାନ ମଧ୍ୟ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି  । ଶାହରୁଖ ପୋଷ୍ଟ କରି କହିଛନ୍ତି ଯେ, ଇରଫାନ ତାଙ୍କ ବନ୍ଧୁ ଥିଲେ  । ସେ ସବୁଠାରୁ ଭଲ ଅଭିନେତା ଥିଲେ  । ଆଲହା ଆପଣଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ  । ଆପଣ ଆମ ଜୀବନର ଅଂଶ ହୋଇ ରହିବେ ବୋଲି ସେ ଟ୍ୱିଟ୍ କରିଛନ୍ତି  ।

   Related Posts