Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ବର୍ଷାଙ୍କ ଶେଷ ଫୋନ କଲ, କ’ଣ କହିଥିଲେ ଶୁଣନ୍ତୁ

24/12/2019 at 6:52 PM

ବେଙ୍ଗାଲୁର୨୪/୧୨: ବେଙ୍ଗାଲୁରରେ ବର୍ଷା ପ୍ରିୟଦର୍ଶିନୀଙ୍କର ସନ୍ଦେହ ଜନକ ମୃତ୍ୟୁ ପୁରା ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି କରିଛି । ବେଙ୍ଗାଲୁରରେ ଥିବା ବକିଲ୍‌ ମଙ୍ଗୋଲିଆରେ ବର୍ଷା ନିଜ ସ୍ୱାମୀ ଓ ୩ ବର୍ଷର ପୁଅ ସହ ରହୁଥିଲେ ।

ସେ ବାଓକନ୍‌ କମ୍ପାନୀରେ ସିନିୟର ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କରୁଥିଲେ । ବର୍ଷା ପ୍ରିୟଦର୍ଶନୀଙ୍କ ସ୍ୱାମୀ ରତିକାନ୍ତ ରଥ । ବର୍ଷାଙ୍କ ଶେଷ ଫୋନ କଲରେ ସେ କ’ଣ କହିଥିଲେ ଶୁଣନ୍ତୁ। ଆର୍ଥ ମୁଭରସ୍‌ କମ୍ପାନୀରେ କାମ କରନ୍ତି ।

ସେ ୨୧ ତାରିଖ ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ବର୍ଷାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ବର୍ଷାଙ୍କ ଘର କୋଣାର୍କ ଖାନା ଆମ୍ବିଲ ଗାଁରେ । ବର୍ଷାଙ୍କୁ ତାଙ୍କ ଶାଶୁଘର ଲୋକ ନିର୍ଯ୍ୟାତନା ଦେବାରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

   Related Posts