Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଲସ୍କର ଆତଙ୍କବାଦୀ ଗିରଫ, ମିଳିପାରେ ଗୁରତ୍ବପୂର୍ଣ୍ଣ ତଥ୍ୟ

4/12/2021 at 4:21 PM

ଶ୍ରୀନଗର ୦୪/୧୨: ଜାମ୍ମକାଶ୍ମୀରର ବଡଗାମ୍‌ ଜିଲ୍ଳାରେ ଲସ୍କର-ଏ-ତୋୟବାର ଆତଙ୍କବାଦୀ ଧରାପଡ଼ିଛି । ତାକୁ ଗିରଫ କରି ପଚରା ଉଚରା ଜାରି ରଖିଛି ପୋଲିସ। ଆତଙ୍କବାଦୀ ଧରିପଡ଼ିବା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଏହି ଆତଙ୍କବାଦୀକୁ ଧରିବା ପାଇଁ ପୋଲିସ ଦୀର୍ଘ ଦିନ ହେଲା ପ୍ରଚେଷ୍ଟା ଜାରି ରଖିଥିଲା। ଶନିବାର ପୋଲିସକୁ ସ୍ପଷ୍ଟ ସୂଚନା ମିଳିବା ପରେ, ଆତଙ୍କବାଦୀକୁ କାବୁ କରିଛି। ସିଆରପିଏଫ ଯବାନ ଏବଂ ପୋଲିସ ମିଳିତ ଉଦ୍ୟମ କରି କୁଖ୍ୟାତ ଆତଙ୍କବାଦୀକୁ ଗିରଫ କରିଛନ୍ତି। ଏବେ ଏନେଇ ଅଧିକ ସୂଚନା ମିଳିପାରିନାହିଁ । ତେବେ ଲସ୍କର ଆତଙ୍କବାଦୀ ଗିରଫ ହେବା ପରେ ସେମାନଙ୍କ ଆଗାମୀ ଟାର୍ଗେଟ ସମ୍ପର୍କ​‌ରେ ସୁରକ୍ଷା ଏଜେନ୍ସିକୁ ତଥ୍ୟ ମିଳିପାରେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି।   

   Related Posts