Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଭତ୍କଳ ବିଶ୍ୱବିଦ୍ୟାଳୟରେ ଉଡ଼ିଲା ବିଶାଳ ତ୍ରିରଙ୍ଗା

26/01/2020 at 5:39 PM

ଭୁବନେଶ୍ୱର ୨୬।୦୧ – ବାଣୀ ବିହାର କ୍ୟାମ୍ପସରେ  ଉଡିଲା ୨୦ ଫୁଟ ଓସାର ଓ  ୩୦ ଫୂଟ ଲମ୍ବର ଜାତୀୟ ପତାକା ବିଶାଳ  ତ୍ରିରଙ୍ଗା।  କ୍ୟାମ୍ପସରେ ସ୍ଥାୟୀ ଭାବେ ପ୍ରାୟ ୧୦୫ ଫୁଟ ଉଚ୍ଚରେ  ଜାତୀୟ ପତକା  ଉଡାଯାଇଛି  ।  ସ୍ଥାୟୀ ଭାବେ ଜାତୀୟ ପତକା ଉଡାଇବାକୁ  ଛାତ୍ର ଛାତ୍ରୀ ମାନେ  ଦିର୍ଘ ଦିନ ହେଲା ଦାବି କରିଆସୁଥିଲେ । ଏହି ବିଶାଳ   ତ୍ରିରଙ୍ଗାକୁ  କୁଳପତି ପ୍ରଫେସର ​ ସୋମେନ୍ଦ୍ର ପଟ୍ଟନାୟକ ଉତ୍ତୋଳନ କରିଥିଲେ । 

ଚାରିପାଖ​‌ରେ ଲୂହା ବ୍ୟାରିକେଡ  ସହ,  ଫୁଲ କୁଣ୍ଡରେ ସୁସଜ୍ଜିତ କରାଯାଇଛି। ପତାକାକୁ ୨୪ ଘଣ୍ଟିଆ ଲାଇଟ ଯୋଗାଇବାକୁ  ଚାରିପାଖରେ ଲାଇଟର ବ୍ୟବସ୍ଥା କରାଯାଇଛି। ଏହା  ଦ୍ବାରାଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଜାତୀୟ ସଂହତି , ଜାତୀୟ ଏକତା    ଜାଗୃତ ହୋଇ ପାରିବ ବୋଲି କହିଛନ୍ତି କୁଳପତି ଓ ଛାତ୍ର ଛାତ୍ରୀ।

   Related Posts