Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଲକାନଗିରି ଛତିଶଗଡ଼ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ; ଜଣେ ଯବାନ ସହିଦ

24/05/2018 at 6:21 AM

ମାଲକାନଗିରି ଛତିଶଗଡ଼ ସୀମା ସୁକମା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି | ସହିଦ ଯବାନ ହେଲେ ୨୦୬ କୋବ୍ରା ବାଟାଲିଅନର ରାଜେଶ କୁମାର | ଯାଗାରକୁଣ୍ଡା ଅଂଚଳରୁ ସର୍ଚ୍ଚ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି | ଲ୍ୟାଣ୍ଡମାଇନ ବିସ୍ଫୋରଣ ପରେ କମ୍ବିଙ୍ଗ ଅପରେସନ ଜୋରଦାର କରାଯାଇଛି |

Leave a Reply

   Related Posts