ମାଲକାନଗିରି ଛତିଶଗଡ଼ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ; ଜଣେ ଯବାନ ସହିଦ

Published By : Prameya-News7 Bureau | May 24, 2018 IST

ମାଲକାନଗିରି ଛତିଶଗଡ଼ ସୀମା ସୁକମା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି | ସହିଦ ଯବାନ ହେଲେ ୨୦୬ କୋବ୍ରା ବାଟାଲିଅନର ରାଜେଶ କୁମାର | ଯାଗାରକୁଣ୍ଡା ଅଂଚଳରୁ ସର୍ଚ୍ଚ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି | ଲ୍ୟାଣ୍ଡମାଇନ ବିସ୍ଫୋରଣ ପରେ କମ୍ବିଙ୍ଗ ଅପରେସନ ଜୋରଦାର କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.