ରାୟଗଡା-କଳାହାଣ୍ଡି ମୁଖ୍ୟ ରାସ୍ତାରୁ ଲ୍ୟାଣ୍ଡମାଇନ୍ ଉଦ୍ଧାର ; ଦୁର୍ଘଟଣାରୁ ବର୍ତ୍ତିଲା ଯାନବାହନ

Published By : Prameya-News7 Bureau | January 31, 2019 IST

ରାୟଗଡା ୩୧|୧: ରାୟଗଡା-କଳାହାଣ୍ଡି ମୁଖ୍ୟ ରାସ୍ତାରୁ ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଛି । ପୋଲିସକୁ ଟାର୍ଗେଟ୍ କରି ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ ମାଓବାଦୀ । ଚାଟିକଣା ନିକଟରେ ଠାବ ହୋଇଛି ଲ୍ୟାଣ୍ଡମାଇନ୍ । ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଅନେକ ଯାନବାହନ । ଘଟଣାସ୍ଥଳରେ ସିଆରପିଏଫ୍, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.