ବସୁନ୍ଧରା ଯୋଜନାରେ ୨୯୨ ଜଣ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ

Published By : Prameya-News7 Bureau | November 10, 2020 IST

ଆନନ୍ଦପୁର୧୦/୧୧: ମଙ୍ଗଳବାର  ଆନନ୍ଦପୁର ତହସିଲ ତରଫରୁ ବସୁନ୍ଧରା ଯୋଜନାରେ ୨୯୨ ଜଣ ଭୂମିହୀନଙ୍କ ଜମି ଚିହ୍ନଟ କରାଯାଇଛି। ଏଥିସହ ଏହି କାର୍ଯ୍ୟକ୍ରମରେ ବିଧାୟକ ଭାଗିରଥି ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ବିଧାୟକ ସେଠୀ, ସେମାନଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ। ଏହି ଯୋଜନାରେ ଅନ୍ତର୍ଭୁକ୍ତ ୨୯୨ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.