Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଅନଲାଇନ୍‌ରେ ଠକେଇ : ଯୁବକଙ୍କ ଆକାଉଣ୍ଟରୁ ଗାଏବ ହେଲା ଲକ୍ଷାଧିକ ଟଙ୍କା

21/10/2019 at 2:32 PM

ସୋର ୨୧|୧୦: ବାଲେଶ୍ଵର ଜିଲ୍ଲା ସୋର ମଙ୍ଗଳପୁର ଶାସନର ରବୀନ୍ଦ୍ର ଗିରି ତାଙ୍କର ସଞ୍ଚୟ ଟଙ୍କା ୟୁନାଇଟେଡ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମଙ୍ଗଳପୁର ଶାଖାରେ ରଖିଥିଲେ । କିନ୍ତୁ ଗତ ୧୫ ଜୁଲାଇରେ ଅନଲାଇନ୍ ମାଧ୍ୟମରେ ତାଙ୍କର ପାସବୁକରୁ ଦୁଇ ଲକ୍ଷ ୬୫ ହଜାର ଟଙ୍କା ହଡପ ହୋଇଥିବା ସୋର ଥାନାରେ ଅଭିଯୋଗ ହୋଇଛି ।

ରବୀନ୍ଦ୍ର ଗିରି ଦୀର୍ଘ ୩୦ ବର୍ଷ ହେବ କଲିକତାରେ ରହି ରୋଷେଇ କାର୍ଯ୍ୟ କରିଥାନ୍ତି । ତାଙ୍କ ସଞ୍ଚୟ ଟଙ୍କା ଏହି ବ୍ୟାଙ୍କରେ ରଖି ଆସୁଥିବା ବେଳେ ହଠାତ୍ ତାଙ୍କ ପାସବୁକରୁ ଟଙ୍କା ହଡ଼ପ ହୋଇଥିବା ଜାଣିଥିଲେ । ଏ ସମ୍ପର୍କରେ ବ୍ୟାଙ୍କ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ଟଙ୍କା ଅନଲାଇନ ମାଧ୍ୟମରେ କଢା ଯାଇଥିବା ସୂଚନା ଦେଇଥିଲେ ।

ଏଥିପ୍ରତି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସୋର ଥାନାରେ ଅଭିଯୋଗ କରିଥିଲେ ରବୀନ୍ଦ୍ର କିନ୍ତୁ ଅଭିଯୋଗ କ୍ରମେ ଭୁବନେଶ୍ବରରେ ଥିବା ସାଇବର କ୍ରାଇମରେ ଅଭିଯୋଗ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଛନ୍ତି ସୋର ପୋଲିସ ଅଧିକାରୀ।

   Related Posts