Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଘରେ ବସି ନିଜ ପରିସ୍ରା ବିକି ଲକ୍ଷ ଲକ୍ଷ ଚଙ୍କା ରୋଜଗାର କରୁଥିଲେ ତରୁଣୀ, ଘଟଣା ପଛର ସତ୍ୟତା ଜାଣିଲେ ଉଡିଯିବ ହୋସ୍

14/12/2018 at 8:43 PM

ଫ୍ଲୋରିଡ଼ା;୧୪/୧୨- ପଇସା କମାଇବା ପାଇଁ ଆଜିକାଲି ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଯିଏ ଯେମିତି ବାଟରେ ଚାହିଁଲେ ପଇସା ରୋଗାର କରିପାରିବେ କିନ୍ତୁ ଉପସ୍ଥିତ ବୁଦ୍ଧି ଖଟାଇବା ଦରକାର । ଏଭଳି ଗୋଟେ ଘଟଣା ଆଜି ଆପଣଙ୍କୁ କହିବୁ ଯାହା ଆପଣ କେବେ ଶୁଣି ନ ଥିବେ । ପଇସା ରୋଗାର ପାଇଁ ଲୋକ ପୁଣି ଏଭଳି ବୁଦ୍ଧି ଖଟାଇ ପାରନ୍ତି ।

ଜଣେ ମହିଳା ଘରେ ବସି  ଦିନକୁ ୨୦୦ ଡ଼ଲାର ଅର୍ଥାତ ୧୨୦୦୦ ଟଂକା ବିନା ପରିଶ୍ରମରେ ରୋଜଗାର କରିବା କମ୍ କଥା ନୁହେଁ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ,ଆଉ କିଛି ଜିନିଷର ବିକ୍ରିବଟା କରି ନୁହେଁ ,  ବଂର  ନିଜ ପରିସ୍ରା ବିକ୍ରି କରି ସେ ଏହି ରୋଜଗାର କରୁଛନ୍ତି ।

ଆମେରିକାର ଫ୍ଲୋରିଡ଼ାରେ ବାସ କରୁଥବା ଏହି ମହିଳା ଜଣକ ଗର୍ଭବତୀ ଥିବା ସମୟରେ ଅନଲାଇନରେ ଏକ ବିଜ୍ଞାପନ ଦେଇଥିଲେ । ସେ ଅନଲାଇନରେ ବିଜ୍ଞାପନ ସହ  ଅତି ସହଜ ଭାଷାରେ ମଧ୍ୟ ଲେଖିଥଲେ ଯେ, ଯେଉଁମାନେ ଚାହାଁନ୍ତି ତିନିମାସର ପ୍ରେଗନାନ୍ସି ପଜେଟିଭ ୟୁରିନ , ସେମାନେଏହି ପରିସ୍ରା କିଣିପାରିବେ । ଏହାର ଦାମ୍ ମଧ୍ୟ ସେଠାରେ ଲେଖିଥିଲେ,ଯାହାର ଦୁଇ ବୁନ୍ଦାର ଦାମ ୨୫ ଡ଼ଲାର । ମହିଳାଙ୍କ ଏଭଳି ବିଜ୍ଞାପନ ପ୍ରବଳ ଭାଇରାଲ ହୋଇଥିଲା ।

ଏହି ବିଜ୍ଞାପନ ଅନଲାଇନରେ ଭାଇରାଲ ହେବା ପରେ ଅନେକ ଗ୍ରାହକଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା । ଗ୍ରାହକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ । ଏମିତିକି ଅର୍ଡ଼ର ଅନୁସାରେ ସପ୍ଲାଇ ଦେବାକୁ  ସେହି ମହିଳା ଜଣଙ୍କୁ ମଧ୍ୟ ଅନେକ ହଇରାଣ ହେବାକୁ ପଡ଼ିଲା ।

ମହିଳାମାନେ ଆଉ ଜଣେ ଗର୍ଭବତୀ ମହିଳାଙ୍କ ଦୁଇ ବୁନ୍ଦା ପରିସ୍ରା କିଣିବା ପାଇଁ କାହିଁକି ଚାହୁଁଥିଲେ ସେକଥା ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ନିଜ ସ୍ବାମୀ ବା ପୁରୁଷବନ୍ଧୁଙ୍କୁ ବ୍ଲାକମେଲ କରିବା ପାଇଁ ଏହି ମହିଳାମାନେ ପରିସ୍ରା କିଣଉଥିବା ଜଣାପଡିଥିଲା । ଏହି ପରିସ୍ରା ବୁନ୍ଦାକୁ ନେଇ ମହିଳା ଓ ତରୁଣୀମାନେ ସେମାନଙ୍କ ସ୍ବାମୀ ବା ପୁରୁଷବନ୍ଧୁଙ୍କ ସମ୍ମୁଖରେ ପରୀକ୍ଷା କରି ଦେଖାଉଥିଲେ ଯେ, ସେମାନେ ଗର୍ଭବତୀ ହୋଇଯାଇଛନ୍ତି । ଏହାଦ୍ବାରା ପୁରୁଷବନ୍ଧୁଙ୍କ ଉପରେ ମାନସିକ ଚାପ ପକାଇ ନିଜ ସ୍ବାର୍ଥ ହାସଲ କରୁଥିଲେ ପରିସ୍ରା କିଣିଥିବା ମହିଳା ଗ୍ରାହକମାନେ ।

ତେବେ ଏପଟେ କିନ୍ତୁ ପରିସ୍ରା ବିକୁଥିବା ମହିଳା ମଧ୍ୟ ବେଶ ମାଲାମାଲ ହୋଇଥିଲେ । ପରିସ୍ରାରୁ ହୋଇଥିବା ରୋଜଗାରରେ ସେ ନିଜେ ପଢୁଥିବା କଲେଜର ଫିସ ଭରିବା ସହ ଅନ୍ୟାନ୍ୟ କାମରେ ଲଗାଇଥିଲେ ।

   Related Posts