Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଆଜବେଷ୍ଟ୍ ଭାଙ୍ଗି ହୋଟେଲରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍: ସନ୍ଧାନୀ କୁକୁର ଆରମ୍ଭ କଲା ଛାନ୍‌ଭିନ୍

19/10/2020 at 9:22 PM

ବାରଙ୍ଗ୧୯/୧୦: ଆଜବେଷ୍ଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍। ବାରଙ୍ଗ ଥାନାର ମାତ୍ର ୧୦୦ ମିଟର ଦୂରରେ ଥିବା ହୋଟେଲରୁ ଚୋରି ହୋଇଛି। ଲଗାଣ ବର୍ଷ। ପାଇଁ ବାରଙ୍ଗ ଥାନା ନିକଟରେ ଥିବା ହୋଟେଲ ବଞ୍ଜାରନ କିଛିଦିନ ହେବ ବନ୍ଦ ଥିଲା । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ହୋଟେଲକୁ ଲାଗିଥିବା ଏକ ଆଜବେଷ୍ଟ ଘର ଭାଙ୍ଗି, ହୋଟେଲ ଭିତରକୁ ପ୍ରବେଶ କରିଥିଲେ। ହୋଟେଲ ଭିତରେ ପଶି ୧୮ଟି ଫ୍ୟାନ୍‌ ଗ୍ରାଇଣ୍ଡର, ଫ୍ରିଜ ଏବଂ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ଦୃର୍ବୃତ୍ତମାନେ। ସୋମବାର ସନ୍ଧ୍ୟାରେ ସନ୍ଧାନୀ କୁକୁର ପହଁଞ୍ଚି ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରିଛି।

   Related Posts