Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଆଇ ଲଭ୍ ଭଦ୍ରକ ସେଲ୍‌ଫି ପଏଣ୍ଟ ଓ ଫୁଡ୍ ପାର୍କର ଶିଳାନ୍ୟାସ

9/04/2021 at 3:18 PM

ଭଦ୍ରକ ୯।୪: ଭଦ୍ରକ ଜିଲ୍ଲାରେ ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ଭଦ୍ରକ ବିଧାୟକ । ଭଦ୍ରକ ସହରର ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ସମ୍ମୁଖରେ ଆଜିର ସମୟରେ ଟ୍ରେଣ୍ଡ ପାଲଟିଥିବା ଆଇ ଲଭ୍ ଭଦ୍ରକ ସେଲଫି ପଏଣ୍ଟ ପାଇଁ ଶୁଭ ଶିଳାନ୍ୟାସ କରାଯାଇଛି ।

ଏହାସହ ବାଇପାସ୍ ନିକଟରେ ଉନ୍ନତ ମାନର ଫୁଡ୍ ପାର୍କ ପ୍ରତିଷ୍ଠା ହେବ । ସେଥିପାଇଁ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଶିଳାନ୍ୟାସ କରିଛନ୍ତି । ଶିଳାନ୍ୟାସ ପରେ ଫୁଡ୍ ପାର୍କର ପ୍ରାରମ୍ଭିକ କାର୍ଯ୍ୟ ପାଇଁ ୪୦ ଲକ୍ଷ ଟଙ୍କା ଅନୁଦାନରେ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଉଭୟ ପ୍ରକଳ୍ପର ଅର୍କିଟେକ୍ ଡେମୋ ଭିଡିଓକୁ ସାର୍ବଜନୀନ କରାଯାଇଛି ।

   Related Posts