Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ରାଜଧାନୀରେ ଲୁଟ୍ ଘଟଣାର ପର୍ଦ୍ଦାଫାସ୍, ଲୁଟେରା ଲେଡି ଡ଼ନ୍‌ ଗିରଫ କଲା ପୋଲିସ

12/08/2020 at 2:35 PM

ଭୁବନେଶ୍ବର ୧୨।୦୮: ରାଜଧାନୀରେ ବିଭିନ୍ନ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ କରିଛି ପୋଲିସ । ଲୁଟେରା ଲେଡି ଡନ୍‌କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଏହାସହିତ ୩ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।ସେମାନଙ୍କ ନିକଟରୁ ବାଇକ୍‌, ମନି ପର୍ସ ଓ ବିଭିନ୍ନ ଲୁଟ୍ ସାମଗ୍ରୀ ଜବତ ମଧ୍ୟ ହୋଇଛି । ଖାରବେଳନଗର, ଶହୀଦନଗର, କ୍ୟାପିଟାଲ ଥାନା ଓ ଖଣ୍ଡଗିରି ଅଞ୍ଚଳରେ ଚଳାଇଥିଲେ ଲୁଟପାଟ୍‌ । ଏମାନଙ୍କ ନାଁରେ ବହୁ ଅଭିଯୋଗ ରହିଛି । ଏନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାସ୍ ।

   Related Posts