Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ରିପୋର୍ଟ ପଜିଟିଭ ଆସିଲା ବୋଲି ଡାକ୍ତର ହରାଇବସିଲେ ମାନସିକ ସନ୍ତୁଳନ: ୧୪ ମହଲାରୁ ଡେଇଁ କଲେ ଆତ୍ମହତ୍ୟା

24/04/2021 at 2:01 PM

ନୂଆଦିଲ୍ଲୀ ୨୪/୩: କରୋନା ମହାମାରୀ କବଳରେ ସାରା ଦେଶ । କିଛି ସ୍ଥାନରେ ଲୋକଙ୍କ ମାନସିକ ସ୍ଥିତି ବିଗୁଡୁଛି ତ ଆକି କିଛି ଲୋଙ୍କର ଚାଲିଯାଉଛି ଜୀବନ । ପଜିଟିଭ ଚିହ୍ନଟ ହେବାରୁ ଜଣେ ମହିଳା ଡାକ୍ତର ନେଇଛନ୍ତି ଚରମ ପଦକ୍ଷେପ । ନିଜର ମାନସିକ ସନ୍ତୁଳ ହରାଇବା ସହ ସେ ୧୪ ମହଲାରୁ ଡେଇଁ କରିଛନ୍ତି ଆତ୍ମହତ୍ୟା ।

ଗ୍ରେଟର ନୋଏଡା ସେକ୍ଟର ୧୩୭ରେ ଘଟିଛି ଏଭଳି ଘଟଣା । ରିପୋର୍ଟ ପଜିଟିଭ ଆସିବା ପରେ ସେ ଏପରି କାମ କରିଥିବା କୁହାଯାଉଛି । ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଗତ ୨ଦିନ ତଳେ ଗ୍ରେଟର ନୋଏଡା ସୁରଜ ଥାନା ଅଧିନରେ ରହୁଥିବା ମହିଳା ଡାକ୍ତର ଏହଂ ତାଙ୍କ ସ୍ୱାମୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଦିଲ୍ଲୀରେ ସ୍ଥିତି ସଂଗୀନ ହେଉଥିବା ବେଳେ ଏପରି ଘଟଣା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

   Related Posts