Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ସଂକ୍ରମଣ ରୋକିବାକୁ ସଜାଗ ବଲାଙ୍ଗୀର ପ୍ରଶାସନ, ସଚେତନତା ସହ ଷ୍ଟେସନରେ ଯାଞ୍ଚ୍ ପ୍ରକ୍ରିୟା ଜୋରଦାର୍
  • ||
  • ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ||
  • କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ, ସନ୍ଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲ ଫେରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ
  • ||
  • ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
  • ||
  • ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
  • ||
  • ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ
  • ||

ପୋଲିସ କବଜାରେ ବିହାର ଲେଡି ଡନ୍, ଡର୍ବଲ ମର୍ଡର କରି ସମ୍ବଲପୁରରେ ଲୁଚିଥିଲେ

12/09/2020 at 10:21 PM

ସମ୍ଵଲପୁର ୧୨।୦୯:  ସମ୍ବଲପୁର ପୋଲିସ କବଜାରେ ବିହାର ଲେଡି ଡନ୍ | ଡବଲ ମର୍ଡର କରି ସମ୍ବଲପୁରରେ ଲୁଚିଥିଲେ ଏହି ମହିଳା ଡନ୍ | ତେବେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗିରଫ କରିଛି ପୋଲିସ | ତେବେ ସମ୍ପୃକ୍ତ ମହିଳା ଜଣକ ବିହାର ଲଖିସରାଇ ଜିଲ୍ଲାର ବହାରିଆ ଥାନା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ  | ତେବେ ସମ୍ବଲପୁର ଠେଲକୋଲି ଥାନା ଅଂଚଳରେ ମହିଳା ଜଣକ ଛଦ୍ମନାମରେ ରହିଆସୁଥିଲେ|

ସୂଚନା ପାଇ ସମ୍ବଲପୁର ପୋଲିସ ତାଙ୍କୁ ଠାବ କରି କରିଛି | ତେବେ ଏହି ଲେଡି ଡନକୁ ନେବା ପାଇଁ ସମ୍ବଲପୁର ଆସୁଛି ବିହାର ପୋଲିସ | ତେବେ ବିହାର ପୋଲିସ ସମ୍ପୃକ୍ତ ଲେଡି ଡନଙ୍କୁ ଟ୍ରାନଜିକ୍ଟ ରିମାଣ୍ଡରେ ବିହାର ନେବ ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି | ତେବେ ମହିଳା ଜଣକ ଟାଙ୍ଗିଆରେ ହାଣି ମୃତକଙ୍କୁ ରେଳ ଧାରଣାରେ ଫିଙ୍ଗି ସମ୍ବଲପୁର ଚାଲି ଆସିଥିବା ଜଣାପଡିଛି |

   Related Posts