ଭଦ୍ରକ ଜିଲ୍ଲାରେ ଫସିରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି

Published By : Prameya-News7 Bureau | May 06, 2020 IST

ଭଦ୍ରକ ୦୬।୦୫: ଭଦ୍ରକ ଜିଲ୍ଲାରେ ରହୁଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଜିଲ୍ଲା ଶ୍ରମଅଧିକାରୀଙ୍କ ମୋବାଇଲ ନମ୍ବର ଓ whatsapp ନମ୍ବର ଜାରି କରିଛି ଜିଲ୍ଲା ପ୍ରଶାସନ । କୌଣସି ଅଭିଯୋଗ ଥିଲେ ନମ୍ବର ଯୋଗାଯୋଗ ପାଇଁ ଅନୁରୋଧ କରାଯାଇଛି ।

wp:html /wp:html

ସୂଚନାଯୋଗ୍ୟ ଯେ, ଲକ୍‌ଡାଉନ୍‌ ଯୋଗୁଁ ଜିଲ୍ଲାରେ ଫସିରହିଥିବା ଅନ୍ୟରାଜ୍ୟ ମାନଙ୍କର ଶ୍ରମିକ ମାନଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । ତେବେ ଜାରି କରାଯାଇଥିବା ନମ୍ବର ଗୁଡିକ ହେଉଛି ଯଥାକ୍ରମେ- 18003456703, Whatsapp - 7008110717 ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନମ୍ବର - 9937460973 ରହିଛି । କୌଣସି ଅସୁବିଧା ହେଲେ ଏହି ନମ୍ବରେ ଯୋଗଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.