ଓୟୁଏଟିରେ ତେଜିଲା ଶ୍ରମିକ ଅଶାନ୍ତି : ବିଶ୍ବବିଦ୍ୟାଳୟର ୪ଟି ଗେଟରେ ପକାଇଲେ ତାଲା

Published By : Prameya-News7 Bureau | July 29, 2019 IST

ଭୁବନେଶ୍ବର ୨୯/୭: ଓୟୁଏଟିରେ ତେଜିଲା ଶ୍ରମିକ ଅଶାନ୍ତି । ବିଶ୍ବବିଦ୍ୟାଳୟର ୪ଟି ଗେଟରେ ତାଲା । ୮ ଦଫା ଦାବି ନେଇ ଦୀର୍ଘ ଦିନ ହେଲାଣି ଓୟୁଏଟି ୱାର୍କର୍ସ ୟୁନିୟନ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଉଥିଲା ।

କିନ୍ତୁ କେହି ନଶୁଣିବାରୁ ଆଜି ଉତ୍ତ୍ୟକ୍ତ ଶ୍ରମିକମାନେ ଓୟୁଏଟିର ୪ଟି ଗେଟରେ ତାଲା ପକେଇ ଧାରଣାରେ ବସିଛନ୍ତି । ଶ୍ରମିକମାନଙ୍କ ସହ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ବି ଧାରଣାରେ ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.