Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓୟୁଏଟିରେ ତେଜିଲା ଶ୍ରମିକ ଅଶାନ୍ତି : ବିଶ୍ବବିଦ୍ୟାଳୟର ୪ଟି ଗେଟରେ ପକାଇଲେ ତାଲା

29/07/2019 at 11:42 AM

ଭୁବନେଶ୍ବର ୨୯/୭: ଓୟୁଏଟିରେ ତେଜିଲା ଶ୍ରମିକ ଅଶାନ୍ତି । ବିଶ୍ବବିଦ୍ୟାଳୟର ୪ଟି ଗେଟରେ ତାଲା । ୮ ଦଫା ଦାବି ନେଇ ଦୀର୍ଘ ଦିନ ହେଲାଣି ଓୟୁଏଟି ୱାର୍କର୍ସ ୟୁନିୟନ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଉଥିଲା ।

କିନ୍ତୁ କେହି ନଶୁଣିବାରୁ ଆଜି ଉତ୍ତ୍ୟକ୍ତ ଶ୍ରମିକମାନେ ଓୟୁଏଟିର ୪ଟି ଗେଟରେ ତାଲା ପକେଇ ଧାରଣାରେ ବସିଛନ୍ତି । ଶ୍ରମିକମାନଙ୍କ ସହ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ବି ଧାରଣାରେ ବସିଛନ୍ତି ।

   Related Posts