ପୋଲ ନିର୍ମାଣ କାର୍ଯ୍ୟ ଚାଲି ଥିବା ବେଳେ ଡ୍ରିଲିଂ ମେସିନ ଫାଟି ଶ୍ରମିକ ଗୁରୁତର
2/06/2019 at 9:07 AM

କେନ୍ଦୁଝର ୨/୬: କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ରାଜପଥ ର ସ୍ଵାମ ନାଳର ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଘଟିଛି ଅଘଟଣ। ଡ୍ରିଲିଂ ମେସିନ ଫାଟି ଯିବା ଫଳରେ ଶ୍ରମିକ ଗୁରୁତର ହୋଇ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଗୁରୁତର ଶ୍ରମିକ ମୟୁରଭଞ୍ଜ କୁଳିଅଣା ଜାମୁଡ଼ି ଅଞ୍ଚଳର ଫୁକୁନ ସିଂ। ଫୁକୁନଙ୍କ ମୁହଁରେ ଗଭୀର ଆଘାତ ଲାଗିଛି।ନୂତନ ପୋଲ ନିର୍ମାଣ କରୁଥିବା ଠିକା ସଂସ୍ଥାର ଦାୟିତ୍ବହୀନତା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।

Related Posts
ମହାନଦୀକୁ ନେଇ ବିଧାନସଭାରେ ହଟ୍ଟଗୋଳ, ଉତ୍ତର ରଖିଲେ ମନ୍ତ୍ରୀ
25 February 2021
ଚନ୍ଦକା ଜଙ୍ଗଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
25 February 2021
ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର: ମିଳିନାହିଁ ମୃତକଙ୍କ ପରିଚୟ
25 February 2021