ରାସ୍ତା କାମରେ ନିୟୋଜିତ ଶ୍ରମିକଙ୍କ ମୃତ୍ୟୁ

Published By : Prameya-News7 Bureau | May 22, 2019 IST

ସୋର ୨୨|୫:  ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାର୍ଯ୍ୟ ବେଳେ ଶ୍ରମିକଙ୍କର ମୁତ୍ୟୁ ହୋଇଛି । ମିକ୍ଚର ମେସିନରେ ତେଲ ଭରିବା ବେଳେ ଘଟିଛି ଅଘଟଣ । ସୋର-ସାଣ୍ଟପଡା ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା କାମରେ ଶ୍ରମିକ ଭାବେ ନିୟୋଜିତ ଅନନ୍ତପୁର ଫାଣ୍ଡି ବାଲିକତିରଣ ଗାଁର ଶଶିକାନ୍ତ ସାହୁ ମିକ୍ଚର ମେସିନରେ ତେଲ ଭରିବା ବେଳେ ମେସିନ ତଳକୁ ଖସି ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସୋର ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.