Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଡେଙ୍ଗୁ ଜ୍ବରରେ କଳାହାଣ୍ଡିର ଦାଦନ ଶ୍ରମିକଙ୍କ ଗୁଜୁରାଟରେ ମୃତ୍ୟୁ

24/10/2018 at 10:14 AM

କଳାହାଣ୍ଡି ୨୪/୧୦: ଡେଙ୍ଗୁ ଜ୍ବରରେ କଳାହାଣ୍ଡିର ଦାଦନ ଶ୍ରମିକଙ୍କ ଗୁଜୁରାଟରେ ମୃତ୍ୟୁ ହୋଇଛି । ମୃତକ ନର୍ଲା ଥାନା ଅନ୍ତର୍ଗତ ମେରଡିକୁପା ଗାଁ ର ଏଲିଆ ନାଏକ । ଏଲିଆଙ୍କ ମୃତ ଦେହ ଆଜି ଗାଁ କୁ ଫେରିଥିବା ବେଳେ ତାଙ୍କ ମୃତ୍ୟୁର କାରଣ ଡେଙ୍ଗୁ ବୋଲି ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି ।  ମୃତକ ଗୁଜୁରାଟରେ ଦିନ ମଜୁରିଆ ଭାବେ ଦାଦନ ଶ୍ରମିକ ନିୟୋଜିତ ଥିଲେ । ମୃତକଙ୍କ ପରିବାରରେ ଜଣେ ବୃଦ୍ଧା ମା ରହିଥିବାରୁ ତାଙ୍କ ଭରଣ ପୋଷଣ କରିବା ପାଇଁ ସରକାରୀ ସହାୟତା ଯୋଗାଇବା ନିମନ୍ତେ ଗ୍ରାମବାସୀ ପକ୍ଷରୁ ଦାବୀ  କରାଯାଇଛି

   Related Posts