ଡେଙ୍ଗୁ ଜ୍ବରରେ କଳାହାଣ୍ଡିର ଦାଦନ ଶ୍ରମିକଙ୍କ ଗୁଜୁରାଟରେ ମୃତ୍ୟୁ

Published By : Prameya-News7 Bureau | October 24, 2018 IST

କଳାହାଣ୍ଡି ୨୪/୧୦: ଡେଙ୍ଗୁ ଜ୍ବରରେ କଳାହାଣ୍ଡିର ଦାଦନ ଶ୍ରମିକଙ୍କ ଗୁଜୁରାଟରେ ମୃତ୍ୟୁ ହୋଇଛି । ମୃତକ ନର୍ଲା ଥାନା ଅନ୍ତର୍ଗତ ମେରଡିକୁପା ଗାଁ ର ଏଲିଆ ନାଏକ । ଏଲିଆଙ୍କ ମୃତ ଦେହ ଆଜି ଗାଁ କୁ ଫେରିଥିବା ବେଳେ ତାଙ୍କ ମୃତ୍ୟୁର କାରଣ ଡେଙ୍ଗୁ ବୋଲି ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି ।  ମୃତକ ଗୁଜୁରାଟରେ ଦିନ ମଜୁରିଆ ଭାବେ ଦାଦନ ଶ୍ରମିକ ନିୟୋଜିତ ଥିଲେ । ମୃତକଙ୍କ ପରିବାରରେ ଜଣେ ବୃଦ୍ଧା ମା ରହିଥିବାରୁ ତାଙ୍କ ଭରଣ ପୋଷଣ କରିବା ପାଇଁ ସରକାରୀ ସହାୟତା ଯୋଗାଇବା ନିମନ୍ତେ ଗ୍ରାମବାସୀ ପକ୍ଷରୁ ଦାବୀ  କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.