Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ସୋର ଥାନା ସାତ ଗାଡ଼ିଆ ରାସ୍ତା କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

27/05/2019 at 10:22 AM

ବାଲେଶ୍ବର ଜିଲ୍ଲା ସୋର ଥାନା ସିଂଗାଖୁଣ୍ଟା ପଞ୍ଚାୟତ ସାତ ଗଡିଆ ଶାସନ ନିକଟ ରାସ୍ତା କଡରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ଶ୍ରମିକ । ସିଙ୍ଗାଖୁଣ୍ଟା ଠାରେ ଚାଲିଥିଵା କେନାଲ କାମରେ ନିୟୋଜିତ ମୟୁରଭଞ୍ଜ ଜିଲାରୁ ଆସି ଆଦିବାସୀ ଶ୍ରମିକମାନେ ଏଠାରେ କେନାଲ କାମ କରୁଥିଲେ । ସିଙ୍ଗାଖୁଣ୍ଟା  ସାତଗଡିଆ ରାସ୍ତା କଡରେ ଆଦିବାସୀ ଶ୍ରମିକଙ୍କ ମୃତ ଦେହ ପଡିଥିବାର ଗ୍ରାମବାସୀମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

   Related Posts