Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବଢିଲା ଶ୍ରମିକଙ୍କ ମଜୁରି, ଅତିକୁଶଳୀ ଶ୍ରମିକ ପାଇବେ ୪୫୩ ଟଙ୍କା ୪୦ ପଇସା

23/07/2020 at 9:38 PM

ଭୁବନେଶ୍ୱର, ୨୩|୦୭: ରାଜ୍ୟ ସରକାର ଶ୍ରମିକଙ୍କ ମଜୁରି ବୃଦ୍ଧି କରିଛନ୍ତି । କୁଶଳୀ, ଅଣକୁଶଳୀ ଆଦି ଶ୍ରମିକଙ୍କ ଦୈନିକ ମଜୁରି ବଢାଇଛନ୍ତି ସରକାର ।

କନ୍ଧମାଳ, ୨୩|୦୭:ନୂଆ ମଜୁରିରେ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୦୩ ଟଙ୍କା ୪୦ ପଇସାକୁ ବୃଦ୍ଧି କରାଯାଇଛି, ଅର୍ଧକୁଶଳୀ ଶ୍ରମିକଙ୍କ ମଜୁରି ୩୪୩ ଟଙ୍କା ୪୦ ପଇସା ଓ କୁଶଳୀ ଶ୍ରମିକଙ୍କ ମଜୁରି ୩୯୩ ଟଙ୍କା ୪୦ ପଇସାକୁ ବୃଦ୍ଧି କରାଯାଇଚି । ସେହିପରି ଅତିକୁଶଳୀ ଶ୍ରମିକଙ୍କ ମଜୁରି ୪୫୩ ଟଙ୍କା ୪୦ ପଇସାକୁ ବୃଦ୍ଧି କରାଯାଇଛି ।

ଏନେଇ ଓଡିଶା ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  

   Related Posts