Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବୋନସ୍ ପ୍ରଦାନ ଦାବିରେ ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ଶ୍ରମିକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ

2/10/2019 at 11:26 AM

ରାଉରକେଲା ୨।୧୦: ବୋନସ ପାଇଁ ବିକ୍ଷୋଭ । ଦୁର୍ଗାପୂଜା ମାତ୍ର ଆଉ ୩ଦିନ ରହିଲା ହେଲେ ରାଉରକେଲା ଷ୍ଟିଲ ପ୍ଲାଂଟ କର୍ମଚାରୀମାନଙ୍କୁ ମିଳିନାହିଁ ବୋନସ । ମିଳିବ କି ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଚଳିତବର୍ଷ ରାଉରକେଲା ଷ୍ଟିଲ ପ୍ଲାଂଟ ୧୧୦୦ କୋଟି ଲାଭ କରିଥିଲେ ମଧ୍ୟ କର୍ମଚାରୀମାନଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ ବୋନସ । ଯାହାର ପ୍ରତିବାଦ କରିଛି ରାଉରକେଲା ଶ୍ରମିକ ସଂଘ ସହ ଗାଙ୍ଗପୁର ଶ୍ରମିକ ସଂଗଠନ । ଏହି ଦୁଇ ଶ୍ରମିକ ସଂଗଠନ ମିଳିତ ଭାବରେ ଗତକାଲି ସଂଧ୍ୟାରେ ବୀର ବିର୍ଷ।ମୁଣ୍ଡା ଛକରେ ହାତରେ ଶ୍ରମିକ ସଂଗଠନର ପତକା ଧରି ବିକ୍ଷୋଭ ପ୍ରର୍ଦଶନ କରିବା ସହ ଚେତାବନୀ ଦେଇଛନ୍ତି ଯେ ତୁରନ୍ତ ବୋନସ ଦିଆଯାଉ ନଚେତ୍ ପରିସ୍ଥିତ ଭୟାବହ ହେବ ।

   Related Posts